Masthead

ସିନ୍ଦୂର ପିନ୍ଧିବା ମନା

ବେଗୁନିଆ (ବଡ଼ ଖବର ବ୍ୟୁରୋ): ମାନସ ଦାସ ସଂଗଠନର ଫିଟୁଛି ଗୁମର । ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର । କିଭଳି ମାନସ ଦାସଙ୍କ ମାନବବାଦ ସଂଗଠନରେ ସାମିଲ ନହୋଇ ଏବେ ଗାଁରୁ ତଡା ଖାଇ ବାହାରେ ରହୁଛନ୍ତି ବେଗୁନିଆ ବ୍ଲକ ଡାଳତୋଳା ନିଆଁମୁଁହ ଗ୍ରାମର ରମେଶ ନାୟକ, ସାଧୁ ନାୟକ, ଡମ୍ବରୁ ପ୍ରଧାନ, ଯୋଗୀ ପ୍ରଧାନ,ସର୍ବେର ପ୍ରଧାନ ଏବଂ ଭିମ ପ୍ରଧାନଙ୍କ ପରିବାର ।

୨୦୧୪ ମସିହାରେ କାଜୁ ଜଙ୍ଗଲକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ବି ସେତେବେଳେ ଚୁପ ବସିଥିଲା । ସେହିଭଳି ଏହି ମାନବବାଦ ସଂଗଠନ ର ଆଇନ ଅନୁସାରେ ଯିଏ ନଜୀବ ଏଭଳି କଷ୍ଟ ଭୋଗିବାକୁ ପଡେ ବୋଲି କହିଛନ୍ତି ପୀଡିତ ପରିବାର ।

ସେପଟେ ଏହି ସଂଗଠନ ର ନିୟମ ହେଉଛି ମହିଳା ମାନେ କାଚ ସିନ୍ଦୁର ଲଗାଇବେନି,ଠାକୁରଙ୍କୁ ମାନିବେନି, ବିବାହ ହେବନି,ଯିଏ ମଲେ ସୁଧି ହେବେନି । ତେବେ ଏହିପରି ଭାବରେ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରି ସଙ୍ଗଠନରେ ସାମିଲ ହେବାକୁ କୁହାଯାଉଥିଲା ବୋଲି ଅଭିଯୋଗ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ