Masthead

ଆରଏସଏସକୁ ତାଲିବାନ ସହ ତୁଳନା କରି ଅଡୁଆରେ ଜାଭେଦ ଅଖତର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରସିଦ୍ଧ ଗାୟକ ତଥା ଲେଖକ ଜାଭେଦ ଅଖତର ପୁଣିଥରେ ବିବାଦରେ ରହିଛନ୍ତି । ତେବେ ଜାଭେଦ ଆରଏସଏସ ଓ ବଜରଙ୍ଗ ଦଳକୁ ତାଲିବାନ ସହ ତୁଳନା କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏହା ସହ ଆରଏସଏସ କର୍ମୀମାନେ ମୁମ୍ବାଇସ୍ଥିତ ଜାଭେଦ ଅଖତରଙ୍କ ଘର ସାମ୍ନାରେ ବିକ୍ଷୋଭ କରିଛନ୍ତି । ଆରଏସଏସ ଖରାପ ସମୟରେ ସମସ୍ତଙ୍କର ସାହାଯ୍ୟ କରିଥାଏ ।

ଜାଭେଦଙ୍କ ଭଳି ଜଣେ ଶିକ୍ଷିତ ଲୋକ ଏପରି ବିବୃତ୍ତି ଦେବା ଲଜ୍ଜାଜନକ । ତେଣୁ ଜାଭେଦ ଖୁବଶୀଘ୍ର କ୍ଷମା ମାଗନ୍ତୁ ବୋଲି ବିକ୍ଷୋଭକାରୀମାନେ କହିଥିଲେ । ଅପରପକ୍ଷେ ଭାରତ ଏକ ଧର୍ମନିରପେକ୍ଷ ଦେଶ କିନ୍ତୁ ସେଠାରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆରଏସଏସ ଓ ଭିଏଚପିକୁ ସମର୍ଥନ କରନ୍ତି । ଯାହାର ଚିନ୍ତାଧାରା ୧୯୩୦ର ନାଜିଙ୍କ ସହ ସମାନ ବୋଲି ଜାଭେଦ ଅଖତର କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ