Masthead

ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ, ତରବରିଆ ଭାବେ ଶବ ଜାଳିଦେଲେ ପରିବାର ଲୋକେ

ସୋର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସୋର ଥାନା କେଦାରପୁର ଗ୍ରାମ ର କମ୍ଭୁନାଥ ନାୟକଙ୍କ ୩୦ବର୍ଷୀୟ ପୁଅ ସୁରଞ୍ଜନ ନାୟକଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଛି । କିନ୍ତୁ ପୋଲିସ ପହଂଚିବା ପୂର୍ବରୁ ତରବରିଆ ଭାବରେ ଶବକୁ ଜାଳିଦେଲେ ପରିବାର ଲୋକ । ଗତକାଲି ରାତିରେ ସୁରଞ୍ଜନ କାମ ସାରି ମଦ୍ୟ ପାନ କରି ଘରକୁ ଫେରିଥିଲେ ।

ଘରେ ଶୋଇଥିବାବେଳେ ପୁଅର ମୃତ୍ୟୁ ହୋଇଥିବା ବାପା ପ୍ରଥମେ ଦେଖିଥିବା କହିଥିଲେ । କିନ୍ତୁ ଏହା ଦେଖିବା ପରେ ପୁଅକୁ ଡାକ୍ତରଖାନା ନନେଇ କିମ୍ବା ପୋଲିସକୁ କୌଣସି ସୂଚନା ନଦେଇ ତରବରିଆ ଭାବରେ ଶବ ଦାହ କରାଯିବା ଘାଟଣା ଅନେକ ସନ୍ଦେହ ସୃଷ୍ଟି କରିଛି । ଖବର ପାଇଁ ସୋର ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ସୁରଞ୍ଜନର ହାଟଚୋକରେ ମୃତ୍ୟୁ ହୋଇଥିବା ପରିବାର ଲୋକ କହୁଛନ୍ତି । ବାସ୍ତବରେ ମୃତ୍ୟୁର ରହସ୍ୟ ସ୍ପଷ୍ଟ ହୋଇ ନଥିବା ବେଳେ ବିଭିନ୍ନ ଦିଗକୁ ନେଇ ସୋର ପୋଲିସ ତଦନ୍ତ ଆରମ୍ଭ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ