Masthead

ସାମ୍ବାଦିକଙ୍କୁ ପ୍ରଶଂସା

କାକଟପୁର, (ବଡ଼ ଖବର ବ୍ୟୁରୋ): ଦୀର୍ଘ ୨୨ବର୍ଷ ହେବ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ନୟାଗଡ଼ ଜିଲ୍ଲା ବରପାଲିି ଗାଁର ‘ସାଧୁ ଦିଜବାବା’ ରହିଆସୁଥିଲେ । ଭିକ୍ଷାବୃତ୍ତି କରି ଯାହା ରୋଜଗାର କରନ୍ତି ସେତିକିରେ ଚଳନ୍ତି ସାଧୁବାବା । କରୋନା ମହାମାରୀ ଲାଗି ସାଧୁବାବାଙ୍କ ଖାଇବା ଅସୁବିଧା ହେଲା । ବୟସାଧିକ କାରଣରୁ ଶାରୀରିକ ଅକ୍ଷମ ମଧ୍ୟ ହୋଇପଡ଼ିଛନ୍ତି ବାବା । ଦୀର୍ଘଦିନ ହେବ ରୋଗାଗ୍ରସ୍ତ ସାଧୁବାବା ପୋଷ୍ଟ ଅଫିସ ପାଖରେ ପଡ଼ି ରହିଥିଲେ ।

ଦୁଇମାସ ହେବ ସାଧୁବାବାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରେ ଲାଗିଛି । କେହି ତାଙ୍କର ସେବା କରୁନଥିଲେ । ଏହି ଖବର ପାଇବା ପରେ କାକଟପୁର ପ୍ରେସ କ୍ଳବର ସଦସ୍ୟମାନେ ସାଧୁବାବାଙ୍କୁ ଉଦ୍ଧାର କରି ତାଙ୍କ ଗାଁରେ ପହଞ୍ଚାଇଛନ୍ତି । ସାମ୍ବାଦିକଙ୍କୁ ଏଭଳି ଜନମଙ୍ଗଳ କାମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ