Masthead

କନିଆ ସାଜିବେ କମୋଲିକା

ମୁମ୍ବାଇ (ବଡ ଖବର ବ୍ୟୁରୋ): କମୋଲିକା ଚରିତ୍ରରେ ଘରେ ଘରେ ପରିଚିତ ଆଭିନେତ୍ରୀ ଉର୍ବଶୀ ଢୋଲକିଆ ଜ୍ଝ ତାଙ୍କ ପାଇଁ ଏବଂ ତାଙ୍କ ଅଭିନୟ ପାଇଁ ଲକ୍ଷ ଲକ୍ଷ ଦିୱାନା । ସେ ଖୁବ କମ ବୟସରୁ ବିବାହ କରିଥିଲେ । ଉର୍ବଶୀ ୧୬ ବର୍ଷ ବୟସରେ ବିବାହ କରି ବର୍ଷ ବୟସରେ ସେ ଯାଆଁଳା ପୁତ୍ରର ମା’ ହୋଇଥିଲେ । ତେବେ ତାଙ୍କ ବିବାହ ଅଧିକ ଦିନ ଯାଏ ରହି ନଥିଲା ବର୍ଷ ପରେ ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇ ଯାଇଥିଲେ । ଏଥି ସହିତ ବର୍ତ୍ତମାନ ଅଭିନେତ୍ରୀ ତାଙ୍କର ଦ୍ୱିତୀୟ ବିବାହକୁ ନେଇ ନୀରବତା ଭାଙ୍ଗିଛନ୍ତି ।

ଏକ ଇଣ୍ଟରଭ୍ୟୁରେ ଉର୍ବଶୀ କହିଛନ୍ତି, ‘ମୋର ପିଲାମାନେ ଏବଂ ମୋ ପରିବାର ସର୍ବଦା ଚାହାଁନ୍ତି ଯେ ମୁଁ ସେଟେଲ୍ ହୋଇଯାଏ । ମୋ ପିଲାମାନେ ପ୍ରାୟତଃ ମୋତେ ପଚାରନ୍ତି ମୁଁ କାହିଁକି କାହାକୁ ବିବାହ କରୁ ନାହିଁ? ସତ କହିବାକୁ ଗଲେ, ମୋ ପାଖରେ ଏତେ ସମୟ ନାହିଁ, କି ମୁଁ ଏହା ବିଷୟରେ ଚିନ୍ତା କରିବାକୁ ଇଚ୍ଛା କରି ନାହିଁ । ମୁଁ ସବୁବେଳେ ମୋ କାମରେ ବ୍ୟସ୍ତ । ‘ଅଭିନେତ୍ରୀ ଆହୁରି କହିଛନ୍ତି, ‘ମୁଁ ଜଣେ ସ୍ୱାଧୀନ ମହିଳା ଏବଂ ମୁଁ ମୋର ହିସାବରେ ଜୀବନ ବଞ୍ଚିବା ଶିଖିଛି । ତେଣୁ, ମୋତେ ଜଣେ ଏପରି ସାଥୀ ଦରକାର ଯିଏ ମୋତେ ବୁଝିବ, ମୋର ସ୍ୱାଧୀନତାକୁ ବୁଝିବ,।

ଟିଭି ସିରିଏଲ୍ ‘କସୌଟି ଜିନ୍ଦେଗି’ ରେ ଉର୍ବଶୀ ଢୋଲକିଆ କମୋଲିକା ଭୂମିକାରେ ଅଭିନୟ କରିଥିଲେ । ଯାହା ପରେ ସେ ତାଙ୍କ କ୍ୟାରେକ୍ଟରକୁ ନେଇ ବେସ ଚର୍ଚ୍ଚାରେ ରହିଥିଲେ । ଦର୍ଶକଙ୍କ ହୃଦୟରେ ସେ ଆଜିବି କମୋଲିକା ଭାବରେ ରାଜ କରୁଛନ୍ତି । ଦର୍ଶକ ଆଜି ବି ତାଙ୍କୁ ତାଙ୍କ ୍ଅସଲି ନା ରେ ନୁହେଁ ବରଂ କମୋଲିକା ନା ରେ ଅନେକ ସିରିଏଲରେ ଅଭିନୟ କରିଥିଲେ । ସେ ୨୦୧୨ ରେ ବିଗ୍ ବସ୍ ସିଜନ୍ ୬ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଶୋ’ର ବିଜେତା ହୋଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି