Masthead

କଙ୍ଗନାଙ୍କୁ କରୋନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ଼ରେ ଏବେ କରୋନା କାୟା । ଜଣେ ପରେ ଜଣେ ତାରକା ଏବେ କରୋନା ପଜିଟିଭ ହେବାରେ ଲାଗିଛନ୍ତି । ଆଜି ବଲିଉଡ଼ର ପଙ୍ଗା କୁଇନ କଙ୍ଗନା ରାଣାୱତ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି । ଏନେଇ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ପଜିଟିଭ ଆସିବା ପରେ ଯୋଗ କରୁଥିବା ବେଳର ଏକ ଫଟୋ ଶେୟାର କରି ସଂକ୍ରମିତ ହେବା ପରର ଅନୁଭବକୁ ଲୋକଙ୍କୁ ଜଣାଇଛନ୍ତି ।

ସେ ଲେଖିଛନ୍ତି ଯେ, ପ୍ରଥମେ ତାଙ୍କୁ ଦୁର୍ବଳ ଅନୁଭବ ହେଲା । ଏହାଛଡ଼ା ଗତ କିଛି ଦିନ ହେବ ତାଙ୍କ ଆଖିରେ ସାମାନ୍ୟ ଜଳା ପୋଡ଼ା ଅନୁଭବ ହେଉଥିଲା । ସେ କରୋନା ଟେଷ୍ଟ କରାଇଥିଲେ ଏବଂ ତାହା ପଜିଟିଭ ଆସିଥିଲା । ଏହାପରେ ସେ ସଙ୍ଗରୋଧରେ ରହିଛନ୍ତି । ସେ ଲେଖିଛନ୍ତିି ଯେ, କରୋନାକୁ ଡରିଲେ ତାହା ଅଧିକ ଡରାଇବ । ତେଣୁ ଏହାକୁ ନଡରି ମୁକାବିଲା କରିବା ଆବଶ୍ୟକ । କରୋନା ଏକ ସାଧାରଣ ଫ୍ଲୁ ଯାହା ଲୋକଙ୍କ ଉପରେ ଚାପ ପକାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ