Masthead

ରାଜଧାନୀରେ କଙ୍ଗାରୁ କୋର୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ କଙ୍ଗାରୁ କୋର୍ଟ । ଏ ଦୃଶ୍ୟ କୌଣସି ଉପାନ୍ତ ଅଂଚଳରେ ନୁହେଁ, ଖୋଦ୍ ରାଜଧାନୀ ଉପକଣ୍ଠରେ ଦେଖିବା ପାଇଁ ମିଳିଛି । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଫାଣ୍ଡି ଅଧୀନ ପାଣିଓଳା ଗ୍ରାମକୁ ଦେଶୀ ମଦ ବିକ୍ରି କରିବାକୁ ଆସିଥିଲେ ଜଣେ ମହିଳା ଓ ୩ ଯୁବକ । ସେମାନଙ୍କୁ ଗାଁ ଦାଣ୍ଡରେ ବାନ୍ଧିଛନ୍ତି ପାଣିଓଳା ଗ୍ରାମବାସୀ । ଦୀର୍ଘଦିନ ହେବ ସେମାନେ ମେଣ୍ଢାଶାଳ ଫାଣ୍ଡି ଅଞ୍ଚଳରେ ମଦ ବିକ୍ରି କରୁଥିଲେ ।

ପାଣିଓଳା ଗାଁର ଲୋକେ ଆଜି ସେମାନଙ୍କୁ କାବୁ କରିଛନ୍ତି । ଦେଶୀ ମଦ ସହ ଏହି ବେପାରୀମାନଙ୍କୁ ଧରି ଦୌଡ଼ିରେ ବାନ୍ଧିଥିଲେ । ଫୁଲ୍ ଦେଶୀ ମଦ ବ୍ଲାଡର ସହ ଗାଁଦାଣ୍ଡରେ ବାନ୍ଧି ବୁଲାଇଥିଲେ । ଗାଁ ଲୋକେ ଆଇନକୁ ହାତକୁ ନେଇ ସେମାନଙ୍କୁ ର୍ନିଧୁମ ଛେଚିଥିଲେ । ପରେ ଗାଁ ଲୋକେ ସେମାନଙ୍କୁ ଚନ୍ଦକା ପୋଲିସ ଜିମା ଦେଇଥିଲେ । ଏହି ମଦ ବେପାରୀମାନେ ଡମପଡା, ପଳାଶପୁର, ପାଣିଓଳା ଅଞ୍ଚଳର ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା