Masthead

ଏମିତି ବି ରାଜନୀତି ନିଶା

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ନିଜ ଝିଅକୁ ନିର୍ବାଚନ ଲଢ଼ିବା ପାଇଁ ବାପ ବିକିଦେଲେ ନିଜ ଭିଟାମାଟି । ଆମେ କହୁଛୁ କେନ୍ଦ୍ରାପଡ଼ା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ କଥା । ଦେବସ୍ମିତା ରାଜନୀତି କରି ନିଜ ନିର୍ବାଚନ ମଣ୍ଡଳୀର ଜନତାଙ୍କ ସେବା କରିବାକୁ ପଣ ନେଇ ପ୍ରଥମେ ଡାକ୍ତରୀ ଚାକିରୀକୁ ଛାଡି ଥିଲେ ଓ କଂଗ୍ରେସରେ ନିଜ ଜେଜେ ଓ ବାପାଙ୍କ ସ୍ୱପ୍ନକୁ ପୂରା କରିବାକୁ ଲୋକଙ୍କ ପାଖକୁ ଯାଇ ଜନ ସମ୍ପର୍କ ସୃଷ୍ଟି କରିଥିଲେ ।

ଦୁଇଦିନ ତଳେ ପିସିସି ପକ୍ଷରୁ ଆଳି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ସେ ଟିକେଟ ପାଇବା ପରେ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି । ବାପା ପୂର୍ବତନ ବିଧାୟକ ଦେବେନ୍ଦ୍ର ଏବେ ରୋଗ ସଜ୍ୟାରେ କିନ୍ତୁ ନିଜ ଝିଅକୁ ନିର୍ବାଚନ ଲଢ଼ିବା ପାଇଁ ନିଜ ଭିଟାମାଟି ବିକ୍ରି କରିଦେବା କଥା ସାଧାରଣରେ ଚର୍ଚ୍ଚା ହେଉଛି । ନିଜ ଝିଅ ନିର୍ବାଚନ ଖର୍ଚ୍ଚ ବାବଦକୁ ଅର୍ଥ ସହାୟତା କରିବା ଉଦେଶ୍ୟରେ ସେ ଏହି ଢିହ ବିକ୍ରି କରିଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ