Masthead

‘ଦିଲ୍ଲୀ ଏବେ ଓଡ଼ିଶା ନେତାଙ୍କୁ ବିଶ୍ୱାସ କଲାଣି’

https://youtube.com/live/Swe7LuOHHKQ?feature=share

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) ୨୦୨୪ ରେ ବିଜେପି ଓଡ଼ିଶାରେ ସରକାର କରିବ। ବିଧାନ ସଭାରେ ପାଖାପାଖି ୧୦୦ ଆସନ, ଲୋକସଭାରେ ପାଖାପାଖି ୧୫ ଆସନ ପାଇବ। ରାଜନୀତିରେ ୭ ଦିନ ହେଉଛି ଦୀର୍ଘ ସମୟ। ଆମ ପାଖେ ବହୁତ୍ ସମୟ ଅଛି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁ । ସେ କହିଛନ୍ତି ପୂର୍ବରୁ ଓଡ଼ିଶାରେ ବିଜେପି ନିଜେ ଜିତି ପାରିବ ବୋଲି ଦିଲ୍ଲୀ ଭାବୁ ନଥିଲା । ସେଥିପାଇଁ ବିଜେଡି ସହ ଟିକେ ସମ୍ପର୍କ ଥାଉ ବୋଲି ଭାବୁଥିଲେ। ଏଥର କିନ୍ତୁ ମାହୋଲ୍ ବନିଛି। ଦିଲ୍ଲୀ ବିଶ୍ୱାସ କଲାଣି।

କାରଣ ଆମେ ସେମିତି କିଛି ଫଳ ଦେଖେଇ ପାରୁନଥିଲୁ। ଗତ ନିର୍ବାଚନରେ ବିଧାନସଭା ସିଟରେ ଆମ ନେତୃତ୍ୱ ନଥିଲା। କିନ୍ତୁ ମୋଦିଙ୍କ ପାଇଁ ଆମେ ୮ ଲୋକ ସଭାରେ ଜିତିଲୁ। ମୁଁ ଏକମାତ୍ର ରାଜନେତା ଯିଏ କି ଆଠ ଥର ଏମପି ଲଢ଼ିଚି। କେବେ ବି ଏମଏଲଏ ଲଢ଼ିନି। ଆଉ କନ୍ଧମାଳରୁ ଲଢ଼ିବିନି। ଏଥର ମୁଁ ବାଲେଶ୍ଵରରୁ ଲଢ଼ିବି । ପ୍ରତାପ ଷଡ଼ଙ୍ଗୀ ଏମଏଲଏ ଲଢ଼ିବେ। ଏକଥା ମୁଁ କେନ୍ଦ୍ର ଓ ରାଜ୍ୟ ନେତୃତ୍ବକୁ ପ୍ରସ୍ତାବ ଦେଇଛି। ଅଶ୍ଵିନୀ ବୈଷ୍ଣବ ତ ଆସୁନାହାଁନ୍ତି ବାଲେଶ୍ଵରକୁ ସେ କଣ ଲଢ଼ିବେ । ଟ୍ରେନ ଆକସିଡେଣ୍ଟ ବେଳେ ଖାଲି ଆସିଥିଲେ। ବିଜୟୀ ରାଜସ୍ଥାନ ଛାଡ଼ି ସେ କିଭଳି ଏଠି ଲଢ଼ିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା