Masthead

ରାହୁଲଙ୍କ ଲଦାଖ ଗସ୍ତ, ବିଜେପିର କଟାକ୍ଷ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଥମ କରି ଲଦାଖ୍ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ବାଇକ୍ ଚଲାଇ ପାଙ୍ଗୋଙ୍ଗ୍ ହ୍ରଦକୁ ଯାଇଥିଲେ। ସାଂସଦ ରାହୁଲ୍ ଗାନ୍ଧୀ ବାଇକ୍ ଚଢ଼ି ଯାଉଥିବା ଫଟୋ କଂଗ୍ରେସ ପାର୍ଟି ତା’ର ଅଫିସିଆଏ୍ ‘ଏକ୍ସ୍’ (ଟୁଇଟ୍) ହ୍ୟାଣ୍ଡେଲ୍ରେ ସେୟାର୍ କରିଛି। ଆଉ କେତେକ ଫଟୋ ରାହୁଲ୍ ତାଙ୍କ ବ୍ୟକ୍ତିଗତ ‘ଇନଷ୍ଟାଗ୍ରାମ ଆକାଉଣ୍ଟ୍’ରେ ମଧ୍ୟ ସେୟାର୍ କରିଛନ୍ତି। ତେବେ ଏହାକୁ ନେଇ ରାହୁଲଙ୍କୁ କଟାକ୍ଷ କରିଛି ବିଜେପି ।

କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି ଲଦାଖରେ ନିର୍ମିତ ଆରାମଦାୟକ ତଥା ଉତ୍କୃଷ୍ଟ ମାନର ରାସ୍ତାକୁ ଲୋକଲୋଚନକୁ ସାମ୍ନାକୁ ଆଣିଥିବାରୁ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ । ରିଜିଜୁ ଟ୍ୱିଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଲଦାଖର ପାଙ୍ଗୋଙ୍ଗ ହ୍ରଦକୁ ଯାଉଥିବା ରାସ୍ତା ଯାତାୟାତ ପାଇଁ ଅସୁବିଧା ହେଉଥିବାର ଦେଖାଯାଇଛି। ଅନ୍ୟ ଏକ ଚିତ୍ରରେ ରାହୁଲ ବାଇକ୍‌ରେ ଯାଉଥିବାବେଳେ ତାଙ୍କ ପଛରେ ଦୃଶ୍ୟମାନ ହେଉଥିବା ରାସ୍ତା ପକ୍କା ଏବଂ ଯାତାୟତ କରିବାରେ ସୁବିଧା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା