Masthead

କୁନିଝିଅ ନିଜ ଅଞ୍ଚଳର ସମସ୍ୟା ବଖାଣିବା ପରେ ପ୍ରଶାସନର ପଶିଲା ଚିନ୍ତା

ସେମିଳିଗୁଡା  (ବଡ଼ ଖବର ବ୍ୟୁରୋ):  କୁନି କଳାକାରଙ୍କ ଅଭିଯୋଗ ପରେ ଚେତିଲା ପାଦୁଗୁଡା ପ୍ରଶାସନ । ଗୋଟିଏ ଛୋଟିଆ ଛୁଆର ଉଦ୍ୟମ ପୂରା ପ୍ରଶାସନର ନିଦ ହଜାଇ ଦେଇଛି । କୃଷି ମନ୍ତ୍ରୀଙ୍କ ଆଗରେ ଅଭିନୟ କରିଥିବା ଛୋଟ ପିଲା ସୋନାଲି ଦାସଙ୍କ ସେ ଅଭିଯୋଗ ପରେ କୋରାପୁଟ ଜିଲ୍ଲା ଦଶବନ୍ତପୁରର ଲୁଲା ପଞ୍ଚାୟତର ପାଦୁଗୁଡା ଗାଁରେ ପହଂଚିଛି ବ୍ଲକ ପ୍ରଶାସନ ।

ଜିଲ୍ଲା ପ୍ରଶାସନଙ୍କ ନିଦେ୍ର୍ଦଶ ଅନୁସାରେ ବିଡ଼ିଓ ଦମ୍ବରୁଧର ମଲ୍ଲିକ, ସହକାରୀ ଯନ୍ତ୍ରୀ ଅଭିଷେକ ଷଡ଼ଙ୍ଗୀ, ଗ୍ରାମ୍ୟ ଜଳ ଓ ପରିମଳ ମିଶନ କନିଷ୍ଟ ଯନ୍ତ୍ରୀ ସଂଜୀବ କୁମାର ଅଲି, ପ୍ରାଣୀ ଧନ ବିଭାଗ କର୍ମଚାରୀ ଅଶୋକ ନାୟକ, ଯୋଗାଣ ସହାୟକ ସିମାଞ୍ଚଳ ତୁରୁକ ପହଞ୍ଚି ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ