Masthead

ରେଢାଖୋଲ କାହାର, ରୋହିତଙ୍କର ନା ପ୍ରସନ୍ନଙ୍କର

ରେଢାଖୋଲ(ବଡ଼ ଖବର ବ୍ୟୁରୋ):ସାଧାରଣ ନିର୍ବାଚନକୁ ଆଉ ଛଅ ମାସ ସମୟ ଥିବା ବେଳେ ରେଢ଼ାଖୋଲରେ କିନ୍ତୁ ନିର୍ବାଚନ ଯେମିତି ଆଉ ମାସେ କି ଦୁଇ ମାସ ବାକି ଅଛି ସମୟ ଭଳି ଜଣା ପଡୁଛି l ଗୋଟିଏ ପଟେ ସ୍ଥାନୀୟ ବିଧାୟକ ରୋହିତ ପୂଜାରୀ ପଦଯାତ୍ରା କରୁଥିବା ସମୟରେ ଅନ୍ୟ ପଟେ ରେଢ଼ାଖୋଲର ପୂର୍ବତନ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ସଦସ୍ୟ ଥିବା ସମୟରେ ଦେଇଥିବା ଅନୁଦାନ ପାଣ୍ଠିରୁ ଆଜି ଏକ କଲ୍ୟାଣ ମଣ୍ଡପର ଶିଳାନ୍ୟାସ ଏବଂ ଜଗନ୍ନାଥ ମନ୍ଦିର ମଧ୍ୟରେ ଏକ ଭୋଗ ମଣ୍ଡପରେ ପୂଜାର୍ଚନା କରିଛନ୍ତି l

ପ୍ରସନ୍ନ ଆଚାର୍ୟ୍ୟଙ୍କର ଏତେ ଦିନ ରାଜନୀତି କରିବା ମଧ୍ୟରେ ରଙ୍ଗରେ ପରିବର୍ତ୍ତନ କି ଢଙ୍ଗରେ ପରିବର୍ତ୍ତନ ହୋଇନାହିଁ ବୋଲି କହିଥିଲେ l ତାତ୍ପର୍ଯ୍ୟ ହେଲା କି ବର୍ତ୍ତମାନ ମଧ୍ୟ ସେ ରେଢ଼ାଖୋଲରେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ରଣରଙ୍ଗରେ ଅଛନ୍ତି ବୋଲି ଇଙ୍ଗିତ କରି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା