Masthead

ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ଼

ଭଦ୍ରକ (ବଡ଼ ଖବର ବ୍ୟୁରୋ): ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ଼ । ଲୁଟ ଉଦ୍ଦେଶ୍ୟରେ ଘରେପଶି ଛୁରାମାଡ଼ କରି ଫେରାର ହୋଇଗଲେ ଦୁବୃର୍ତ୍ତ । ଭଦ୍ରକ ସହରର ଚାରିଘରିଆ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ ଦେଖିବା ପାଇଁ ମିଳିଛି । ଅବସରପ୍ରାପ୍ତ ଡାକ୍ତର ତଥା ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରଘୁନାଥ ପାଢ଼ୀଙ୍କ ଘରୁ ଲୁଟ ଉଦ୍ୟମ ଅସଫଳ ହେବାରୁ ତାଙ୍କୁ ଛୁରାମାଡ଼ କରିଛନ୍ତି ଦୁବୃର୍ତ୍ତ । ରଘୁନାଥ ପାଢ଼ୀଙ୍କ ଦେହରେ ୭ ରୁ ଅଧିକ ସ୍ଥାନରେ ଆଘାତ ଲାଗିଛି । ଯୋଗ କରିବା ପାଇଁ ଛାତକୁ ଯାଉଥିବା ବେଳେ ହଠାତ ଆକ୍ରମଣ କରିଥିଲେ ଲୁଟେରା । ତେବେ ପୂର୍ବରୁ ମଧ୍ୟ ସେହି ଅଂଚଳରେ ବହୁଥର ଲୁଟ ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ