Before Header

‘ପଲିଟିକାଲ ଗେମିଙ୍ଗ କରୁଛନ୍ତି ନେତା’

0 27

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିଧାନସଭାର ଚତୁର୍ଥ ଦିନ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ଆଣିଲା ବିଜେପି । ବିରୋଧି ଦଳ ନେତାଙ୍କ ବୟାନ ପରେ ବିରୋଧୀ ଦଳ ନେତାଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ ସଂସଦୀୟ ମନ୍ତ୍ରୀ ନିରଂଜନ ପୂଜାରୀ । କହିଛନ୍ତି ଆଇନ୍ ବହିର୍ଭୁତ କଥା ଆଧାରରେ କୌଣସି ସ୍ୱାଧୀକାର ଭଙ୍ଗ ଆଣିବା ସମୁଚିହ୍ନ ନୁହେଁ । ବିଧାନସଭାକୁ ରାଜନୈତିକ ମଇଦାନ ସଜାନ୍ତୁନି ବିରୋଧୀ । ବିରୋଧୀଙ୍କ ସ୍ୱାଧୀକାର ଭଙ୍ଗର ଆଧାରକୁ ନେଇ ପ୍ରଶ୍ନବାଚୀ ଆଣିଲେ ସଂସଦୀୟ ୭ ବ୍ୟାପାର ମନ୍ତ୍ରୀ । ପଲିଟିକାଲ ଗେମିଙ୍ଗ କରୁଛନ୍ତି ନେତା।

Leave A Reply

Your email address will not be published.