Masthead

ଭକ୍ତଙ୍କ ଭାବାବେଗକୁ ଦେଖି ଗୋଟିଏ ଦ୍ୱାର ଖୋଲାଯାଉ: ସୁଦର୍ଶନ ପଟ୍ଟନାୟକ

ପୁରୀ  (ବଡ଼ ଖବର ବ୍ୟୁରୋ):   ଅସହ୍ୟ ହେଉଛି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲମ୍ବା ଧାଡିର ଯନ୍ତ୍ରଣା । ତୁରନ୍ତ ଆଉ ଗୋଟିଏ ଦ୍ୱାର ଖୋଲିବାକୁ ଅନୁରୋଧ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଟ୍ୱିଟ କରି ଅନୁରୋଧ କଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସେ ଟ୍ୱିଟ କଣି ଲେଖିଛନ୍ତି କୋଭିଡ ବେଳେ ୩ ଦ୍ୱାର ବନ୍ଦ କରାଯାଇଥିଲା ।

https://twitter.com/sudarsansand/status/1682985922965512192?s=20

କିନ୍ତୁ ଏବେ ସବୁ ସ୍ୱାଭିକ ହୋଇଛି । ଯଦି ଗୋଟିଏ ଦ୍ୱାର ନଖୋଲେ କାଲିଠୁ ପଶ୍ଚିମ ଦ୍ୱାର ସାମ୍ନାରେ ବସିବି । ସ୍ଥାନୀୟ ଲୋକଙ୍କ ଭାବାବେଗକୁ ଦେଖି ଗୋଟିଏ ଦ୍ୱାର ଖୋଲାଯାଉ । ପରେ କମିଟି ନିଷ୍ପତ୍ତି ନେଇ ଅନ୍ୟ ଦ୍ୱାର ଖୋଲିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ