Masthead

ଆଗ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା କରାଯାଉ: ଅଧିର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମଣିପୁରକୁ ନେଇ ଚାଲିଛି ରାଜନୈତିକ ବୟାନ ବାଜି । ବିରୋଧୀ କରୁଛନ୍ତି ସରକରଙ୍କୁ ଟାର୍ଗେଟ । ଲୋକ ସଭାରେ ବିରୋଧୀ ନେତା ଅଧିର ରଞ୍ଜନ ଚୌଧୁରୀ ସୋମବାର ମଣିପୁର ପ୍ରସଙ୍ଗକୁ ନେଇ ବିଜେପି ନେତାମାନେ ଦେଇଥିବା ବୟାନ ଉପରେ ଜବାବ ରଖିଛନ୍ତି। ସେ କହିଛନ୍ତି ଆମେମାନେ ତ ଏମପିଙ୍କ ପ୍ରତିନିଧି ମଣ୍ଡଳକୁ ନେଇ ମଣିପୁର ଯାଇଥିଲୁ, ପ୍ରଧାନମନ୍ତ୍ରୀ ବି ନିଜ ଦଳକୁ ନେଇ ମଣିପୁର ଯାଆନ୍ତୁ।

ଆଉ ସେଠାରୁ ଫେରିବା ପରେ ଆମସହ ଟକ୍କର ଦିଅନ୍ତୁ ସେଥିପାଇଁ ତ ଆମେ ଅବିଶ୍ୱାସ ପ୍ରସ୍ତାବ ଦେଇଛୁ। ପ୍ରଥମେ ଅବିଶ୍ୱାସ ପତ୍ର ଉପରେ ଆଲୋଚନା କରାଯାଉ ବୋଲି ଧିର ରଂଜନ ଚୌଧୁରୀ ମଧ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଆତ୍ମବିଶ୍ୱାସ ପ୍ରସ୍ତାବ ବିଚାରାଧୀନ ଅଛି, ସେତେବେଳେ ପ୍ରଥମେ ଏହା ଉପରେ ଆଲୋଚନା କରାଯିବା ଉଚିତ। ଦିଲ୍ଲୀ ବିଲ ଉପରେ ମଧ୍ୟ ଆଲୋଚନା ହେବ, କିନ୍ତୁ ପ୍ରଥମେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା କରାଯିବା ଉଚିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ