Masthead

ଆଠଗଡ଼ରେ ଲୁଟେରା ଆତଙ୍କ

ଆଠଗଡ଼ (ବଡ଼ ଖବର ବ୍ୟୁରୋ): ଆଠଗଡ଼ରେ ପୁଣି ମାତିଲେ ଲୁଟେରା । କିଛିଦିନର ବ୍ୟବଧାନ ପରେ ପୁଣି ଆତଙ୍କ ରଚିଛନ୍ତି ଲୁଟେରାଗ୍ୟାଙ୍ଗ । ରାତିରେ ଗାଁରେ ପଶି ୬ଟି ଘରେ କଳାକନା ବୁଲାଇଛନ୍ତି ଲୁଟେରାମାନେ । ଗୁରୁବାର ରାତି ଗୋଟାଏରେ ଆଠଗଡ଼ ନୂଆବନ୍ଧ ଗାଁରେ ପଶିଥିଲେ ଚୋର ।

ଗାଁର ସମସ୍ତେ ଶୋଥିବା ବେଳେ ୬ଟି ଘରେ ପଶି ଲୁଟପାଟ କରିଛନ୍ତି ଲୁଟେରା ମାନେ । ୬ଟି ଘରୁ ସୁନା ଗହଣା, ପ୍ରାୟ ୪୦ହଜାର ଟଙ୍କା ସହ ୫ଟି ମୋବାଇଲ ଓ ଗୋଟିଏ ସ୍କୁଟି ଲୁଟିନେଇଥିଲେ ଲୁଟେରା । ତେବେ ଲୋକ ଉଠିଯିବାରୁ ସମସ୍ତେ ଖସିଯାଇଥିବା ବେଳେ ଜଣକୁ ଗାଁ ଲୋକେ କାବୁ କରିଥିଲେ । ଏନେଇ ଆଠଗଡ଼ ପୋଲିସ ଖବର ପାଇ ଘଟଣସ୍ଥଳରେ ପହଁଚି ଚୋରକୁ ଗିରଫ କରିଥିଲା । ତେବେ ଏଥିରେ କେଉଁ ମାନେ ସମ୍ପୃକ୍ତ ସେନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି