Masthead

ଟିକେଟ ପାଇଁ ଦଳ ବଦଳାଇବା ଭୁଲ କାମ : ଉମା ଭାରତୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦଳବଦଳ ନେତାଙ୍କ ବିରୋଧରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ବଡ଼ ବୟାନ । ସେ କହିଛନ୍ତି ଦଳ ବଦଳ କରୁଥିବା ନେତାମାନେ ହେଉଛନ୍ତି ସୌଦାଗର । ଉମା ଭାରତୀ କହିଛନ୍ତି ଯେ ଯେଉଁମାନେ ଏ ଦଳରୁ ସେ ଦଳକୁ ଯାଉଛନ୍ତି ସେମାନେ ପ୍ରକୃତରେ ନେତା ନୁହଁନ୍ତି ବରଂ ବ୍ୟବସାୟୀ ଅଟନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧ୍ୟାଙ୍କ ପାର୍ଟି ବଦଳାଇବା ପାଇଁ ଉମା ଭାରତୀ କମଲ ନାଥଙ୍କ ଉପରେ ବର୍ଷିଛନ୍ତି ।

ସେ କହିଛନ୍ତି ଯେପରି କଂଗ୍ରେସ ଜ୍ୟୋତିରାଦିତ୍ୟଙ୍କୁ ବିଦ୍ରୋହ କରିବାକୁ ବାଧ୍ୟ କରିଥିଲା, ସେହିଭଳି ତାଙ୍କ ଜେଜେମା ବିଜୟରାଜ ସିନ୍ଧିଆଙ୍କୁ ମଧ୍ୟ କଂଗ୍ରେସ ବିଦ୍ରୋହ କରିବାକୁ ବାଧ୍ୟ କରିଥିଲା। ଜ୍ୟୋତିରାଦିତ୍ୟଙ୍କ ବିଦ୍ରୋହକୁ ପୃଥକ ପ୍ରସଙ୍ଗ ଭାବରେ ବିବେଚନା କରୁଥିବା ଉମା ଭାରତ ଯୁକ୍ତି କରୁଛନ୍ତି ନିର୍ବାଚନ ସମୟରେ ଗୋଟିଏ ଦଳରୁ ଅନ୍ୟ ଦଳକୁ ଟିକେଟ ପାଇଁ ଯୋଗ ଦେଉଥିବା ନେତାମାନେ ଭୁଲ କାର୍ୟ୍ୟ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ