Masthead

ଚିଲିକା ମୁହାଣ ବୁଲିବ ଟ୍ରିବ୍ୟୁନାଲ ଟିମ

ପୁରୀ(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ସ୍ଥିତି ଅନୁଧ୍ୟାନ କରୁଛି ମହାନଦୀ ଟ୍ରିବ୍ୟୁନାଲ ଟିମ । ଆଜି ଚିଲିକା ମୁହାଣ ବୁଲିବ ଟ୍ରିବ୍ୟୁନାଲ ଟିମ । ଗତକାଲି କଟକରେ ମହାନଦୀର ଜଳସ୍ତର ସ୍ଥିତି ବୁଲି ଦେଖିବା ସହ ବିଶେଷଜ୍ଞଙ୍କ ଆଲୋଚନା କରିଥିଲେ ପ୍ରତିନିଧି ଦଳ । ୧୦ ଦିନିଆ ଗସ୍ତରେ ଆସିଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟମାନେ ପ୍ରଥମେ ସାପୁଆ କେନାଲ, ଏହାପରେ ମୁଣ୍ଡଳୀ, ନରାଜ ବ୍ୟାରେଜ, ଗଡଗଡିଆ, ନରାଜ ବ୍ୟାରେଜ, ମହାନଦୀ ଓ କାଠଯୋଡୀ ନଦୀର ମିଳନ ସ୍ଥଳ, ଯୋବ୍ରା ଓ ଚୌଦ୍ୱାର ବିରୂପା ବ୍ୟାରେଜ ଆନିକଟ ଗସ୍ତ କରି ମହାନଦୀ ଜଳସ୍ତର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଟିମରେ କେନ୍ଦ୍ରରୁ ଆସିଥିବା ଟ୍ରିବ୍ୟୁନାଲ ଟିମ ସହ ଛତିଶଗଡ ଏବଂ ଓଡିଶାର ଅଧିକାରୀ ଓ ଜିଲ୍ଲାପାଳ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଆସି ମହାନଦୀର ସ୍ଥିତି ବୁଲି ଦେଖିଛନ୍ତି । ଓଡ଼ିଶାର ବିଶେଷଜ୍ଞଙ୍କ ସହ ମହାନଦୀ ଟ୍ରିବ୍ୟୁନାଲ ଟିମ ଆଲୋଚନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ