Masthead

ଚର୍ଚ୍ଚାରେ ମହେଶ ବାବୁଙ୍କ ଆଗାମୀ ଫିଲ୍ମ ‘ଗୁଣ୍ଟୁର କରିମ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମହେଶ ବାବୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଗୁଣ୍ଟୁର କରିମ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପୂର୍ବ ସାଉଥ୍ ଫିଲ୍ମ ‘ସର୍କାରୁ ଭାରୀ ପାତା’ର ସଫଳତା ପରେ ନିର୍ଦ୍ଦେଶକ ତ୍ରିବିକ୍ରମଙ୍କ ନିର୍ଦ୍ଦେଶିତ ପରବର୍ତ୍ତୀ ଚଳଚ୍ଚିତ୍ର ‘ଗୁଣ୍ଟୁର କରିମ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ରିପୋର୍ଟ ଅନୁଯାୟୀ, ମହେଶ ବାବୁ ଏହି ଫିଲ୍ମ ପାଇଁ ୭୮ କୋଟି ଟଙ୍କା ନେଇଛନ୍ତି। ମହେଶ ତାଙ୍କ କ୍ୟାରିୟରରେ ନୂତନ ଉଚ୍ଚତାରେ ପହଞ୍ଚିଛନ୍ତି ଏବଂ ସର୍ବାଧିକ କମାଉଥିବା ଷ୍ଟାର୍ ତାଲିକାରେ ଯୋଗ ଦେଇଛନ୍ତି। ମହେଶ ବାବୁଙ୍କ ଫିଲ୍ମର ବଜେଟ୍ ବର୍ତ୍ତମାନ ୨୦୦ କୋଟି ଟଙ୍କା ବୋଲି କୁହାଯାଉଛି। ‘ଗୁଣ୍ଟୁର କରମ’ରେ ମୀନାକ୍ଷୀ ଚୌଧରୀ ଏବଂ ଶ୍ରୀଲେଲା ମହେଶ ବାବୁଙ୍କ ସହ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଚଳଚ୍ଚିତ୍ର ପୂର୍ବରୁ ପୂଜା ହେଗଡେଙ୍କୁ ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିବାର ଥିଲା। ତେବେ ସେ ଏହି ଫିଲ୍ମରୁ ବାଦ୍ ପଡିଥିଲେ ଏବଂ ମୀନାକ୍ଷୀ ଚୌଧରୀ ଏହି ପ୍ରକଳ୍ପ ପାଇଁ ବଚ୍ଛା ହୋଇଥିଲେ। ସ୍କ୍ରିପ୍ଟରେ ବାରମ୍ବାର ପରିବର୍ତ୍ତନ ଏବଂ ଶୁଟିଂ ଟାଇମଲାଇନ ଯୋଗୁଁ ପୂଜା ‘ଗୁଣ୍ଟୁର କରମ’ ଛାଡିଥିବା ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ