Masthead

ରାଜ୍ୟସଭାରେ ବର୍ଷିଲେ କଂଗ୍ରେସ ନେତା ମଲ୍ଲିକାଜ୍ଜୁର୍ନ ଖଡଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜ୍ୟସଭାରେ ବି ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ଘଟଣାରେ ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସେ କହିଛନ୍ତି ଅଧୀର ରଞ୍ଜନ କୌଣସି ଭୁଲ କଥା କହି ନାହାଁନ୍ତି । ତାଙ୍କୁ ଯେଉଁ ଭଳି ଭାବେ ନିଲମ୍ବନ କରାଗଲା ଏହା ଉଚିତ୍ ନୁହେଁ । ମଲ୍ଲିକାଜ୍ଜୁର୍ନ କହିଛନ୍ତି ଯେ ଆପଣ ଆମ ନେତାଙ୍କୁ ନିରବ ମୋଦୀଙ୍କ ନାମ ନେଇଥିବାରୁ ନିଲମ୍ବନ କରିଛନ୍ତି, ଏତେ ଛୋଟ ମାମଲାରେ ନିଲମ୍ବିତ କିଏ କରେ ?

ଗୃହରେ ବିତର୍କ ସମୟରେ ଯଦି ଜଣେ ସଦସ୍ୟ ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରନ୍ତି ତେବେ ତାଙ୍କୁ ସେଠାରେ ବାଧା ଦିଆଯିବା ଉଚିତ। ତାଙ୍କ କଥା ଉପରେ ଆପତ୍ତି ମଧ୍ୟ ଉଠାଯାଇପାରେ କିନ୍ତୁ ଆପଣ ଆମ ନେତାଙ୍କୁ ଲୋକସଭାରେ ନିଲମ୍ବିତ କରିଛନ୍ତି। ନିରବ ଅର୍ଥ ଶାନ୍ତ । କିନ୍ତୁ ତାଙ୍କୁ ଏତେ ଛୋଟ ପ୍ରସଙ୍ଗରେ ନିଲମ୍ବିତ କରିବା ଠିକ ନୁହେଁ । ଏତେ ଛୋଟ କଥାରେ କିଏ ସସପେଣ୍ଡ କରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ