Masthead

ଚାନ୍ଦ ପାଇଗଲା ହସିନା ସୁନ୍ଦରୀ

ଛତିଶଗଡ(ବଡ଼ ଖବର): ସାଧାରଣତ ସବୁ ବିବାହରେ ଗୋଟିଏ କନିଆଁ ଓ ଗୋଟିଏ ବର ଥାନ୍ତି । ଛତିଶଗଡର ବସ୍ତର ଗ୍ରାମରେ ଏମିତି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଯେଉଁଠି ଗ୍ରାମବାସୀଙ୍କ ଉପସ୍ଥିତିରେ ସର୍ବସମ୍ମତ୍ତିକ୍ରମେ ଯୋଡି କନିଆଁଙ୍କ ସହ ଜଣେ ବ୍ୟକ୍ତିଙ୍କର ବିବାହ ହୋଇଛି । ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକଙ୍କ ମନରେ କୌତୁହଳ ସୃଷ୍ଟି କରିଛି।

ହିନ୍ଦୁ ବିବାହ ଆଇନ ଅନୁଯାୟୀ, ଦୁଇ ପତ୍ନୀ ରହିବା ବେଆଇନ ଅଟେ। ହସିନା ଏବଂ ସୁନ୍ଦରୀ ଉଭୟ – ବର ଚାନ୍ଦ ମୌର୍ୟ୍ୟକୁ ପ୍ରେମ କରୁଥିଲେ । ପରବର୍ତ୍ତୀ ସମୟରେ ଉଭୟ ହସିନା ଓ ସୁନ୍ଦରୀ ଦୁଇଜଣ ଗୋଟିଏ ବାହାବେଦୀରେ ଚାନ୍ଦ ମର୍ୟ୍ୟକୁ ବିବାହ କରିଛନ୍ତି। ଚାନ୍ଦ ଦୁଇ ପତ୍ନୀ ହସିନା ଓ ସୁନ୍ଦରୀଙ୍କୁ ପାଇ ବେଶ ଖୁସିଥିବା କହିଛନ୍ତି । ଚାନ୍ଦ ଦାବି କରିଛନ୍ତି ଯେ ଉଭୟ ମହିଳା ଏକାଠି ରହିବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ “ଚାଷ” କରିବେ ଏବଂ ଏକାଠି ଜୀବନ ବିତାଇବେ ବୋଲି ନିସ୍ପତ୍ତି ନେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତ ‘ମୁଁ ଉଭୟଙ୍କୁ ପସନ୍ଦ କରୁଥିଲି ଏବଂ ସେମାନେ ମଧ୍ୟ ମୋତେ ପସନ୍ଦ କରୁଥିଲେ। ଆମେ ସମସ୍ତ ଗ୍ରାମବାସୀଙ୍କ ସାମ୍ନାରେ ସହମତି ଭାବରେ ବିବାହ କରିଥିଲୁ। ତଥାପି ମୋର ଜଣେ ପତ୍ନୀଙ୍କ ପରିବାର ସଦସ୍ୟ ଆମ ବିବାହ କାର୍ୟ୍ୟରେ ଆସିନଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା