Masthead

ଗଦର-୨ରେ ଖଳନାୟକ ହେବେ ମନିଷ ୱାଧୱା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ); ୨୦୦୧ ମସିହାରେ ରିଲିଜ ହୋଇଥିବା ଅଭିନେତା ସନି ଦେୱଲ ଓ ଅଭିନେତ୍ରୀ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର’ ଆଜି ବି ଲୋକଙ୍କ ମନରେ କ୍ରେଜ ବନାଇ ରଖିଛି । ଦିର୍ଘ ୨୨ ବର୍ଷ ପରେ ତାରା ସିଂ ଏବଂ ସକିନାଙ୍କ ଜୋଡି ‘ଗଦର-୨’ରେ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ ହେବାକୁ ଜାଉଛି । ଫିଲ୍ମର ରିଲିଜ ପୁର୍ବରୁ ହିଁ ସକିନା ଏବଂ ତାରା ସିଂ ସବୁଆଡେ ଚର୍ଚ୍ଚାରେ ଅଛନ୍ତି ।

ଫିଲ୍ମ ‘ଗଦର’ରେ ଅଭିନେତା ଅମରିଶ ପୁରୀ ଖଳନାୟକର ଅଭିନୟ କରିଥିଲେ । ତାଙ୍କର ସେହି ଦମଦାର ଅଭିନୟ ଆଜି ବି ଲୋକଙ୍କ ମନରେ ଅଛି । କିନ୍ତୁ ଦୁଃଖତ ଘଟଣା ଏହା ଯେ ସେ ଏବେ ଏହି ଦୁନିଆରେ ନାହାଁନ୍ତି, ୨୦୦୫ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ‘ଗଦର-୨’ରେ ଖଳନାୟକ ଭୂମିକାରେ ନଜର ଆସିବେ ଅଭିନେତା ମନିଷ ୱାଧୱା । ଫିଲ୍ମରେ ସେ ପାକିସ୍ଥାନୀ ସେନା ଭାବେ ନଜର ଆସିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ