ଅଧିକାର ମାଇକ୍ରୋ ଫାଇନାନସର ଟଙ୍କା ଘୋଟାଲା

ଭୋଗରାଇ (ବଡ଼ ଖବର ବ୍ୟୁରୋ): ଅଧିକାର ମାଇକ୍ରୋ ଫାଇନାନସ ର ଟଙ୍କା ଘୋଟାଲା । ମ୍ୟାନେଜରକୁ ଅଟକ ରଖିଲେ ଜମାକାରୀ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାହାର୍ଦ୍ଦ ଛକରେ । ମାଇକ୍ରୋ ଫାଇନାନ୍ସ କମର୍ଳଚାରୀ ଏକ ମାସ ପୂର୍ବରୁ ଲୋକଙ୍କ ଠାରୁ କଲେକ୍ସନ କରି ଟଙ୍କା ଜମା କରିନଥିଲେ । ଏବଂ ଟଙ୍କା ଜମା କରିବାକୁ ଲୋକଙ୍କୁ ବାରମ୍ବାର ଫୋନ ଯୋଗେ କହିଥିଲେ ।

ବୁଧବାର ରାତିରେ ମ୍ୟାନେଜର ଓ ତାଙ୍କର କର୍ମଚାରୀ ପହଞ୍ଚି ଲୋକଙ୍କୁ ଇଏମଆଇ ଜମା କରିବାକୁ କହିଥିଲେ । ଜମାକାରୀମାନେ ଇଏମଆଇ ଟଙ୍କା ଏକ ମାସ ପୂର୍ବରୁ ସୁଝି ଥିବା ବେଳେ ତାଙ୍କର ଇଏମଆଇ କାହିଁକି କଟିନଥିଲା ସେ ନେଇ ଯୁକ୍ତିତର୍କ ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା । ଲୋକମାନେ ମ୍ୟାନେଞ୍ଜରଙ୍କୁ ଟଣା ଘୋଷଡ଼ା କରିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’