Masthead

କେନ୍ଦ୍ରାପଡ଼ାରେ ହେବ ମିତ୍ତଲର ଷ୍ଟିଲ ପ୍ଲାଣ୍ଟ

କେନ୍ଦ୍ରାପଡା(ବଡ ଖବର ବ୍ୟୁରୋ): କେନ୍ଦ୍ରାପଡାବାସୀଙ୍କ ପାଇଁ ଏକ ବଡ ଖୁସିର ଖବର। କେନ୍ଦ୍ରାପଡାରେ ହେବାକୁ ଯାଉଛି ବୃହତ ଷ୍ଟିଲ୍ ପ୍ଲାଣ୍ଟ ଯାହାକି ବିକାଶପଥରେ ଆଉ ପାଦେ ଆଗେଇବା ସୁଯୋଗ ପାଇଛି କେନ୍ଦ୍ରାପଡା ।

କେନ୍ଦ୍ରାପଡାରେ ଷ୍ଟିଲ୍ ପ୍ଲାଣ୍ଟ କରିବ ଆର୍ସେଲୋ ଆର ମିତ୍ତଲ । ଆଜି ଓଡିଶା ସରକାର ଓ ଆର୍ସେଲୋ ଆର ମିତ୍ତଲ କମ୍ପାନି ମଧ୍ୟରେ ଏମଓୟୁ ସ୍ୱାକ୍ଷାରିତ ହୋଇଛି । ସ୍ୱାକ୍ଷରିତ ହୋଇଥିବା ଏମଓୟୁ ଅନୁସାରେ କେନ୍ଦ୍ରାପଡାରେ ବାର୍ଷିକ ୧୨ ମିଲିୟନ ଉତ୍ପାଦନ କ୍ଷମତା ସମ୍ପନ୍ନ ଏକ ଷ୍ଟିଲ କାରଖାନା ପ୍ରତିଷ୍ଠା କରିବ ଆର୍ସେଲୋ ଆର ମିତ୍ତଲ ନିପନ ଷ୍ଟିଲ୍ । ଏଥିପାଇଁ ୫୦ ହଜାର କୋଟି ଟଙ୍କା ନିବେଶ କରାଯିବ । ଏହି ଏମଓୟୁ ସ୍ୱାକ୍ଷର ବେଳେ ଆଜି ଲୋକସଭାରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲୋ ଆର ମିତ୍ତଲର ଶ୍ରୀ ଏଲଏନ ମିତ୍ତଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ