ୱେସ୍କୋ ଘରୋଇକରଣକୁ ବିରୋଧ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ୱେସ୍କୋର ଘରୋଇକରଣକୁ ବିରୋଧ କଲେ ପଶ୍ଚିମ ଓଡିଶା ଶ୍ରମିକ କର୍ମଚାରୀ ଇଂଜିନିୟର ଏକତା ମଞ୍ଚ । ୱେସ୍କୋର କାଯ୍ୟ କରୁଥିବା ସବୁ କର୍ମଚାରୀ ତଥା ଶ୍ରମିକ ସଂଘକୁ ବିଶ୍ୱାସକୁ ନ ନେଇ ଆଲୋଚନା ବି ନକରି ସରକାର ତରବରିଆ ଭାବେ ୱେସ୍କୋ ଘରୋଇକରଣ କରି ଟାଟା କଂପାନୀକୁ ଟେକି ଦେଇଥିବା ଅଭିଯୋଗ କରିଛନ୍ତି । ପଶ୍ଚିମ ଓଡିଶା ଶ୍ରମିକ କର୍ମଚାରୀ ଇଂଜିନିୟରସ ଏକତା ମଞ୍ଚ ।

ଏହାର ବିରୋଧରେ ପ୍ରତିବାଦ କରି ପ୍ରଥମ ପର୍ୟ୍ୟାୟରେ ଆସନ୍ତା ଡିସେମ୍ବର ୧୬ ରୁ ଅର୍ନିଧିଷ୍ଟ ସମୟ ପାଇଁ ବୁର୍ଲା ୱେସ୍କୋ କର୍ପୋରେଟ ଅଫିସ ସାମ୍ନାରେ ସଙ୍ଘର କର୍ମଚାରୀ ଧାରଣାରେ ବସିବା ପାଇଁ ଗ୍ରହଣ କରିଛନ୍ତି । ଏଥିସହ ୱେସ୍କୋର ସମସ୍ତ କାର୍ୟ୍ୟରତ କର୍ମଚାରୀ ଙ୍କ ଚାକିରୀ ସୁରକ୍ଷା ସତ୍ତାବଲି ଲାଗୁ କରିବା ପାଇଁ ଦାବି କରାଯାଇଛି । ଅପରପକ୍ଷରେ ସରକାର ୱେସ୍କୋକୁ ଘରୋଇକରଣ କରି ଟାଟା କମ୍ପାନୀକୁ ଦିଆଯିବା ଯୋଗୁଁ ଉପଭୋକ୍ତାମାନେ ହଇରାଣ ସହ ଅନେକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସରକାର ତୁରନ୍ତ ଉପଭୋକ୍ତା ଓ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୱେସ୍କୋ ଘରୋଇକରଣ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ