Masthead

ମୋଦିଙ୍କ ୟଙ୍ଗ ଟିମ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ ମୋଦିଙ୍କ ଜମ୍ବୋଟିମ । ମୋଦି ତାଙ୍କ ଦ୍ୱିତୀୟ ଇନିଂସ ମନ୍ତ୍ରିମଣ୍ଡଳର ପ୍ରଥମ ଅଦଳବଦଳ କରିଛି । ଏଥିରେ ଓବିସି,ଦଳିତ, ଏସସି ଓ ଏସଟିଙ୍କ ସଂଖ୍ୟା ଅଧିକ । ମୋଦି ଓବିସି ସରକାର ଗଢିଥିବା କିଛି ସମାଲୋଚକ କହୁଛନ୍ତି ।ମୋଦିଙ୍କ ଦ୍ୱିତୀୟ ଇନିଂସ ଦ୍ୱିତୀୟପାଳିର ପ୍ରଥମ ଅଦଳବଦଳରେ ୨୫ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ ଗୁରୁତ୍ୱ ଦିଆଯାଇଛି । ଦଳିତ ବର୍ଗରୁ ୧୨ ଓ ପଛୁଆବର୍ଗରୁ ୨୭ଜଣଙ୍କୁ ସ୍ଥାନ ମିଳିଛି ।

ଏହାଛଡ଼ା ୮ଆଦିବାସୀ ଓ ୭ ଏସଟି ବର୍ଗର ନେତା ମନ୍ତ୍ରୀ ହୋଇଛନ୍ତି । ୫ଜଣ ସଂଖ୍ୟାଲଘୁ ନେତା ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ନୂତନ ମନ୍ତ୍ରୀ ତାଲିକାରେ ୪ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ମନ୍ତ୍ରିମଣ୍ଡଳରେ ଅଛନ୍ତି ୧୩ ଓକିଲ ଓ ୬ ଡାକ୍ତର । ୭ ଜଣ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ଓ ୫ଇଞ୍ଜିନିୟର ମଧ୍ୟ ମୋଦିଙ୍କ ଜମ୍ବୋ ଟିମରେ ସାମିଲ ହୋଇଛନ୍ତି । ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ୨୩ଜଣ ୩ରୁ ଅଧିକ ଥର ସାଂସଦଭାବେ ନିର୍ବାଚିତ ହୋଇଛନ୍ତି । ୮ଜଣ ବିଭିନ୍ନ ରାଜ୍ୟରେ ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଛନ୍ତି । ୩୯ ମଧ୍ୟ ବିଧାୟକ ଥିଲେ । ଏଥିରେ ମହିଳା ମନ୍ତ୍ରୀ ଶପଥ ନେଇଛନ୍ତି । କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ୧୪ଜଣଙ୍କ ବୟସ ୫୦ରୁ କମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା