ବିହାର ଓ ଝାଡ଼ଖଣ୍ଡରେ ପ୍ରଚାର କରିବେ ମୋହନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିହାର ଓ ଝାଡ଼ଖଣ୍ଡରେ ଦେଖାଇବେ ଦମ୍ । ଦୁଇ ରାଜ୍ୟରେ ପ୍ରଚାର ମଙ୍ଗ ଧରିବେ ମୋହନ । ବିହାରର ସାଧାରଣ ନିର୍ବାଚନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ବାର ପ୍ରଚାରରେ ଯିବେ। ଆସନ୍ତା ୨ ଓ ୩ ତାରିଖ ବିହାର ଗସ୍ତ କରିବାର ରହିଛି କାର୍ଯ୍ୟକ୍ରମ । ସାଧାରଣ ସଭା ସହ ରୋଡ ଶୋ ମଧ୍ୟ କରି ପାରନ୍ତି । ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଜନମତ ସଂଗ୍ରହ କରିବା ପାଇଁ ଧରିବେ ପ୍ରଚାର ଦାୟିତ୍ଵ । ଝାଡ଼ଖଣ୍ଡ ରାଜ୍ୟର ହେଉଥିବା ଉପ ନିର୍ବାଚନ ପ୍ରଚାର ମଇଦାନକୁ ଆସନ୍ତା ୬ତାରିଖରେ ଓହ୍ଲାଇବେ ପାଇଁ ଓଡ଼ିଶାର ସିଏମ ରଖିଛନ୍ତି ଯୋଜନା ।

ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ହୋଇଥିବାରୁ ମୋହନଙ୍କ କ୍ରେଜ୍ ରହିଛି । ସେଥିପାଇଁ ହାଇକମାଣ୍ଡ ମୋହନଙ୍କ କାନ୍ଧରେ ପ୍ରଚାର ଦାୟିତ୍ଵ ରଖିଛି। ସେପଟେ ଓଡ଼ିଶା ପ୍ରଦେଶରେ ନୂଆପଡାରେ ଅନୁଷ୍ଠିତ ଉପ ନିର୍ବାଚନ ମଇଦାନକୁ ଆସନ୍ତା ୭ତାରିଖରୁ ଓହ୍ଲାଇବାର ରହିଛି କାର୍ଯ୍ୟକ୍ରମ । ପୂର୍ବରୁ ମଧ୍ୟ ଯାଇ ମୋହନ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଜନମତ ସଂଗ୍ରହ କରିଥିବା ବେଳେ ପ୍ରଚାର ଶେଷ ଆଡ଼କୁ ନିଜର ଜଲୱା ଦେଖିବେ ମୋହନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ