Masthead

ମମତା ବାନାର୍ଜୀଙ୍କ ବିରୋଧରେ ସାଧୁଙ୍କ ରାଲି

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ବିରୋଧ । ମମତା ବାନାର୍ଜୀ ଭାରତ ସେବାଶ୍ରମ ସଂଗଠନର ସାଧୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ କୁନେଇ ସାଧୁ ମାନଙ୍କ ରାଲି । ପଶ୍ଚିମବଙ୍ଗର ସାଧୁମାନେ ଆସନ୍ତା ମେ’୨୪ରେ କୋଲକାତାରେ ଏକ ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ବାସ୍ତବରେ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ରାମକୃଷ୍ଣ ମିଶନର କିଛି ଭିକ୍ଷୁ ଆସାନସୋଲରେ ଭକ୍ତଙ୍କୁ ବିଜେପି ସପକ୍ଷରେ ଭୋଟ୍ ଦେବାକୁ କହିଛନ୍ତି । ଏହାସହ ମମତା କହିଛନ୍ତି ସମସ୍ତ ମଠ ବିଜେପି ନିଦେ୍ର୍ଦଶରେ କାର୍ଯ୍ୟ କରୁଛି । ଏହାକୁ ନେଇ ପଶ୍ଚିମବଙ୍ଗରେ ସାଧୁମାନଙ୍କର ସର୍ବୋଚ୍ଚ ସଂଗଠନ ବାଙ୍ଗୀୟ ସନ୍ୟାସୀ ସମାଜ ଦ୍ୱାରା ସନ୍ଥ ସ୍ବାଭିମାନ ଯାତ୍ରା ଆୟୋଜିତ ହେବ । ଏହି ରାଲିରେ ମମତାଙ୍କୁ ବିରୋଧ କରାଯିବ ମମତା ବାନାର୍ଜୀଙ୍କୁ ଲକ୍ଷ୍ୟ କରି ଭିଏଚପି ନେତା ସୌରିସ ମୁଖାର୍ଜୀ କହିଛନ୍ତି, ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ମୁଖ୍ୟମନ୍ତ୍ରୀ ଏପରି ମନ୍ତବ୍ୟ ଦେଇଛନ୍ତି । ଆମେ ଏହାକୁ ଦୃଢ଼ ନିନ୍ଦା କରୁଛୁ। ପଶ୍ଚିମବଙ୍ଗର ସାଧୁମାନେ ଏହି ମନ୍ତବ୍ୟ ବିରୋଧରେ ଏକ ରାଲି କରିବେ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି