Masthead

ଟଙ୍କା ପାଇଁ ଝିଅକୁ ବିକୁଥିଲା ମା’

ସମ୍ବଲପୁର (ବଡ଼ ଖବର ବ୍ୟୁରୋ) : ନାବାଳିକାକୁ ବିକ୍ରି ଉଦ୍ୟମ । ସମ୍ବଲପୁର ଦେଲେଇ ପଡାଠାରେ ୧୪ ବର୍ଷୀୟ ନାବାଳିକାକୁ ବିକ୍ରି କରିବାକୁ ଉଦ୍ୟମ କରିଛନ୍ତି ଝିଅର ମା’ ଏବଂ ମାମୁଁ । ତେବେ ଚାଇଲ୍ଡଲାଇନ ଓ ପୋଲିସ ଝିଅକୁ ଉଦ୍ଧାର କରିଛି । ନାବାଳିକାକୁ ମା’ ଏବଂ ମାମୁଁ ଝାଂସିରେ ବିକ୍ରି କରିବା ପାଇଁ ଉଦ୍ୟମ କରିଥିଲେ ।

ପୂର୍ବରୁ ମଧ୍ୟ ଏମାନେ ଏଭଳି ଉଦ୍ୟମ କରି ବିଫଳ ହୋଇଥିଲେ। ଆଜି ପୁଣି ନବଳିକାକୁ ଝାଂସି ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଚାଇଲଡ଼ ଲାଇନ ଓ ପୋଲିସ ଚଢ଼ାଉ କରିଥିଲା। ନାବାଳିକାକୁ ଉଦ୍ଧାର କରି ଚାଇଲଡ଼ଲାଇନର କର୍ମକର୍ତ୍ତା ମାନେ ନିଜ ସହିତ ନେଇଯାଇଥିବା ବେଳେ ନବଳିକାର ମା’ ଓ ମାମୁଙ୍କ ବିରୁଦ୍ଧରେ ଥାନାରେ ଚାଇଲଡ଼ଲାଇନ ପକ୍ଷରୁ ଏତେଲା ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ