Masthead

ଅଷ୍ଟ୍ରେଲିଆରେ ଥାଇ ବି ଭିଟା ମାଟି ମୋହ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଦୂରେ ଥାଇ ବି ନିଜ ଭିଟା ମାଟି ମୋହ । କରୋନା ଭଳି ମହାମାରୀ ସମୟରେ ବଲାଙ୍ଗିର ଜିଲ୍ଲାର କୋଭିଡ଼ ସ୍ଥିତି ସୁଧାରିବାକୁ ଆଗେଇ ଆସିଛନ୍ତି ଡାକ୍ତର ଚିତ୍ତରଞ୍ଜ ଯୋଶୀ । ଅଷ୍ଟ୍ରେଲିଆରେ ରହି ନିଜ ଜିଲ୍ଲା ମୁଖ୍ୟ ମେଡିକାଲକୁ ୧୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛନ୍ତି । ଅଷ୍ଟ୍ରେଲିଆରେ ଡାକ୍ତରୀ ସେବା କରୁଥିଲେ ହେଁ ଜନ୍ମମାଟିକୁ ଭୁଲି ନାହାନ୍ତି । ଜନ୍ମମାଟିକୁ ହାତ ସହାୟତାର ହାତ ବଢ଼ାଉଛନ୍ତି ସେ ।

ସେ ଦାନ କରିଥିବା ଅକ୍ସିଜେନ କନସେନଟ୍ରଟରର ଦାମ ରହିଛି ସାଢ଼େ ୧୦ଲକ୍ଷ ଟଙ୍କା । ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସିଡିଏମଓ ଧନ୍ୟବାଦ ଜଣାଇଛନ୍ତି । ଏହା ଦ୍ୱାରା ମେଡିକାଲର ରୋଗୀ ବିଶେଷ ଭାବେ ସାହାଯ୍ୟ ପାଇ ପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ