Masthead

ଧନୀ ତାଲିକାରେ ଦଶମ ସ୍ଥାନକୁ ଫେରିଲେ ମୁକେଶ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଧନୀ ତାଲିକାରେ ଦଶମ ସ୍ଥାନକୁ ଫେରିଲେ ମୁକେଶ ଅମ୍ବାନୀ । କିଛି ଦିନ ହେବ ବିଶ୍ୱର ଶୀର୍ଷ ଧନୀ ତାଲିକାରେ ଲଗାତାର ପରିବର୍ତ୍ତନ ହେବାରେ ଲାଗିଛି । ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ତଳ ଉପର ହେବାରେ ଲାଗିଛି। ହିଣ୍ଡନବର୍ଗ ରିପୋର୍ଟ ପରେ ଧନୀଙ୍କ ସୂଚୀର ଚତୁର୍ଥ ସ୍ଥାନରେ ଥିବା ଗୌତମ ଆଦନୀ ତଳକୁ ଖସିଥିବା ବେଳେ ମୁକେଶ ଅମ୍ବାନୀ ଉପରକୁ ଉଠିଛନ୍ତି।

ଏଥିରେ ଅମ୍ବାନୀ ପୁଣି ଥରେ ଫୋର୍ବସ୍‌ ବିଲିୟନେୟାର ସୂଚୀର ୧୦ମ ସ୍ଥାନକୁ ଫେରିଆସିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡଙ୍କ ଅଧ୍ୟକ୍ଷ ଓ ଏସିୟାର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ନେଟୱର୍ଥ ଏକ ବିଲିୟନ ଡଲାରରରୁ ବି ଅଧିକ ବଢିଛି। ୧.୭ ବିଲିୟନ ଡଲାର ବା ୧୪ହଜାର ୪୩ କୋଟି ଟଙ୍କା ଅଭିବୃଦ୍ଧି ସହିତ ଅମ୍ବାନୀଙ୍କ ନେଟୱର୍ଥ ୮୩.୧ ବିଲିୟନ ଡଲାରରେ ପହଞ୍ଚିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ