Before Header

ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ

0 42

ପୁରୀ  (ବଡ଼ ଖବର ବ୍ୟୁରୋ):  ବାହୁଡ଼ାଯାତ୍ରା ଅଘଟଣ । ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ । ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ହୋଇଥିଲେ ଭୋଇ ସେବକ । ପ୍ରଥମେ ତାଙ୍କୁ ପୁରୀ ମେଡ଼ିକାଲଭର୍ତ୍ତି କରାଯାଇଥିଲା ।

ପରେ ଅବସ୍ଥା ଗୁରୁତର ହେବାରୁ ଏମ୍ସ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଏବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତ ଭୋଇ ସେବକ ହେଲେ ନକୁଳ ଭୋଇ ।

Leave A Reply

Your email address will not be published.