Before Header

ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ଘଟଣା, କେନ୍ଦ୍ରାପଡାରେ ୧୪୪ ଧାରା ଜାରି

0 11

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ପରେ ସହରରେ ୧୪୪ ଧାରା ଲଗାଇଲା ପ୍ରଶାସନ  । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି  କେନ୍ଦ୍ରାପଡା ସହରରେ ୧୪୪ ଧାରା ଜାରି । ୪ଟି ପଞ୍ଚାୟତରେ ମଧ୍ୟ ୧୪୪ ଧାରା ଜାରି କରିଛି ପ୍ରଶାସନ ।

ଶନିବାର ରାତି ୧୧ 30ତାରିଖ ଦିନ ୧୧ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ୧୪୪ ଧାରା । ସକାଳ ୭ ରୁ ଦିନ ୧୧ ଯାଏ ଦୋକାନ ବଜାର ଖୋଲା ରହିବ । ସେହିପରି ଧାରା ବଳବତ୍ତର ରହିବା ସମୟରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ  । ଏନେଇ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମୃତ ୠତୁରାଜ ସୂଚନା ଦେଇଛନ୍ତି  ।

Leave A Reply

Your email address will not be published.