Masthead

ନନ୍ଦନକାନନ ରେ ନୂଆ ଅତିଥି

ବାରଙ୍ଗ, (ବଡ଼ ଖବର ବ୍ୟୁରୋ):   ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ଖୁସି ଖବର । ଆଜି ଗୋଟିଏ ଦିନରେ ଗୋଟିକ ପରେ ଗୋଟିଏ ବିରଳ ପ୍ରଜାତିର ଦୁଇଟି ତୃଣଭୋଜି ପ୍ରାଣୀ ସାବକକୁ ଜନ୍ମ ଦେବା ପରେ ପ୍ରାଣୀ ଉଦ୍ୟାନ  ଖୁସିର ମାହୋଲ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ,ନନ୍ଦନକାନନ ପ୍ରାଣୀ  ଉଦ୍ୟାନଗୁରାଣ୍ଡି ଖୁଆଡରେ ଆଜି ଏକ ନବଜାତକ ଛୁଆଟି ଜନ୍ମ ଗ୍ରହଣ କରିଥିଲା।ଗତ କିଛି ଦିନ ତଳେ ଏହି ଖୁଆଡରେ ଗୋଟେ ଗୁରାଣ୍ଡି ଗୋଟିଏ ଛୁଆକୁ ଜନ୍ମ ଦେଇଥିବା ବେଳେ କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଏକ ଶାବକ ଜନ୍ମ ଗ୍ରହଣ କରିଛି।ବର୍ତ୍ତମାନ ନନ୍ଦନକାନନରେ ଏହି ନବଜନ୍ମିତ ସାବକକୁ ମିଶାଇ ଗୁରାଣ୍ଡିଙ୍କ ସଂଖ୍ୟା ୧୭ କୁ ଵୃଦ୍ଧି ପାଇଛି।ସେହିପରି ଆଜି ପୂର୍ବାହ୍ନରେ ଏକ ମଣିପୁରୀ ହରିଣ ମଧ୍ୟ ତାର ସାବକକୁ ଜନ୍ମ ଦେଇଛି।ନବଜନ୍ମିତ ଉଭୟ ଗୁରାଣ୍ଡି ଓ ମଣିପୁରୀ ହରିଣଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ନନ୍ଦନକାନନ  କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ନନ୍ଦନକାନନରେ ଜନ୍ମିତ ମଣିପୁରୀ ହରିଣକୁ ମିଶାଇ ସଂଖ୍ୟା ୧୫ କୁ ଵୃଦ୍ଧି ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ