Masthead

ସୁସ୍ଥ ରହିବାକୁ ଚାହୁଛନ୍ତି କି? ଆପଣାନ୍ତୁ ଏହି ଉପାୟ….

ସୁସ୍ଥ ରହିବା ପାଇଁ ଦେହ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ । ହୃଦୟକୁ ସୁସ୍ଥ ରଖିବା ପାଇଁ କିଛି ଜିନିଷର ଯତ୍ନର ନେବା ଉଚିତ୍ । ସୁସ୍ଥ ରହିବା ଏବଂ ରୋଗଠାରୁ ଦୂରରେ ରହିବା ଅତ୍ୟନ୍ତ ଜରୁରୀ । ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ପାଇଁ ସହଜ ଟିପ୍ସ ।
• ପ୍ରଚୁର ପାଣି ପିଅନ୍ତୁ
ହୃଦୟକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ପାଣି ପିଇବା ଅତ୍ୟନ୍ତ ଜରୁରୀ । । ପାଣି ବ୍ୟତୀତ ଅନ୍ୟ ତରଳ ପଦାର୍ଥ ମଧ୍ୟ ଖାଆନ୍ତୁ ।
ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ
ମସଲାଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ମସଲାଯୁକ୍ତ ଜିନିଷର ଅତ୍ୟଧିକ ବ୍ୟବହାର ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ବା କାରଣ ହୋଇଥାଏ ।
• ଓଜନ ନିୟନ୍ତ୍ରଣ
ଓଜନକୁ ନିୟନ୍ତ୍ରଣରେ ରଖିଲେ ହୃଦୟ ସୁସ୍ଥ ଏବଂ ଫିଟ୍ ରହିଥାଏ । ଓଜନ ବୃଦ୍ଧି ହେତୁ ହୃଦୟ ସମ୍ବନ୍ଧୀୟ ସମସ୍ୟା ହେବାର ଆଶଙ୍କା ମଧ୍ୟ ଥାଏ ।
• ଭଲରେ ଶୋଇବା
ସୁସ୍ଥ ରହିବା ପାଇଁ ଗଭୀର ନିଦ ଅତ୍ୟନ୍ତ ଜରୁରୀ । ଅତିକମରେ ୭ ରୁ ୮ ଘଣ୍ଟା ଶୋଇବା ଉଚିତ୍ । ଗଭୀର ଭାବରେ ଶୋଇ ନ ଥିବାରୁ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଥାଏ ।
• ଯୋଗ
ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଦୈନିକ ବ୍ୟାୟାମ ଓ ଯୋଗ କରିବା ଉଚିତ୍ । ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ଆଶଙ୍କା କମିଯାଏ ।
ବି.ଦ୍ର. :- ଏହା ହେଉଛି ସ୍ୱାସ୍ଥ୍ୟ ସମ୍ବଧୀୟ ସୂଚନା । ଯଦି ଆପଣ କୌଣସି ହୃଦ୍ ଜନିତ ରୋଗରେ ପୀଡ଼ିତ ତେବେ ଡ଼ାକ୍ତର ପରାମର୍ଶ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା