Masthead

ସୋମବାର ଠାରୁ ୧୭ ରୁଟ ରେ ଗଡିବ ମୋ ବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):

କରୋନା ପାଇଁ ରାଜଧାନୀରେ ‘ମୋ ‌ବସ୍‌’ ସେବା ପ୍ରଭାବିତ ହୋଇଥିବାବେଳେ ନଭେମ୍ବର ୨ରୁ ଅଧିକ ବସ୍‌ ଚଲାଇବାକୁ କ୍ରୁଟ୍‌ ନିଷ୍ପତ୍ତି ନେଇଛି ।   ଯାତ୍ରୀ  ବଢୁ  ଥିବାରୁ ପୁଣି  ୧୭ଟି ରୁଟ୍‌ରେ ବସ୍‌ ଚଲାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ୨ ତାରିଖ ଠାରୁ ପୂର୍ବ  ସମୟ ଅନୁଯାୟୀ ବସ୍‌ ଚାଲିବ ବୋଲି  କ୍ରୁଟ୍‌  ପକ୍ଷରୁ କୁହାଯାଇଛି ।
କ୍ରୁଟ୍‌ର ସୂଚନା ଅନୁଯାୟୀ, ରୁଟ୍‌-୧୧ରେ ନନ୍ଦନବିହାରରୁ ବାଳକାଟି, ରୁଟ୍‌-୧୨ରେ ମାଷ୍ଟରକ୍ୟାଣ୍ଟିନରରୁ ନନ୍ଦନକାନନ, ରୁଟ୍‌-୧୬ରେ ମାଷ୍ଟରକ୍ୟାଣ୍ଟିନରୁ କଟକର ବିଜୁ ପଟ୍ଟନାୟକ ପାର୍କ, ରୁଟ୍‌-୧୭ରେ ଭୁବନେଶ୍ୱର ବିମାନବନ୍ଦରରୁ ବାରବାଟୀ ଷ୍ଟାଡିୟମ, ରୁଟ୍‌-୧୮ରେ ବରମୁଣ୍ଡାରୁ ଜଗତପୁର, ରୁଟ୍‌-୧୯ରେ ଏମ୍‌ସରୁ ଓଏମ୍‌ପି ଛକ, ରୁଟ୍‌-୨୦ରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଭାୟା ବାଣୀବିହାର, ରୁଟ୍‌-୨୨ରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଭାୟା ଜଟଣୀ, ରୁଟ୍‌-୨୩ରେ ମାଷ୍ଟରକ୍ୟାଣ୍ଟିନରୁ ସମ୍‌ ହସ୍ପିଟାଲ, ରୁଟ୍‌-୨୪ରେ କଳିଙ୍ଗ ବିହାରରୁ ସାଇ ମନ୍ଦିର, ରୁଟ୍‌-୨୫ରେ ଡୁମୁଡୁମାରୁ ମଞ୍ଚେଶ୍ୱର, ରୁଟ୍‌-୨୭ରେ ମାଷ୍ଟରକ୍ୟାଣ୍ଟିନରୁ ଏମ୍‌ସ, ରୁଟ୍‌-୨୮ରେ ମାଷ୍ଟରକ୍ୟାଣ୍ଟିନରୁ ଘାଟିକିଆ, ରୁଟ୍‌-୩୦ରେ ମାଷ୍ଟରକ୍ୟାଣ୍ଟିନରୁ ଗୋଠପାଟଣା, ରୁଟ୍‌-୩୩ରେ ମାଷ୍ଟରକ୍ୟାଣ୍ଟିନରୁ ପିପିଲି, ରୁଟ୍‌-୫୦ରେ ମାଷ୍ଟରକ୍ୟାଣ୍ଟିନରୁ ପୁରୀ ବସଷ୍ଟାଣ୍ଡ, ରୁଟ୍‌-୭୦ରେ ମାଷ୍ଟରକ୍ୟାଣ୍ଟିନରୁ କୋଣାର୍କକୁ ବସ୍‌ ଚାଲିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ