Masthead

ପରମ୍ପରାକୁ ଜଳାଞ୍ଜଳି ଦେଇ ରାହୁଲ ଗାନ୍ଧିଙ୍କ ସଭ୍ୟପଦ ରଦ୍ଦ କରାଯାଇଛି: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧିଙ୍କ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗ। କଳା ଡ୍ରେସ ପିନ୍ଧି କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । କହିଛନ୍ତି ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ପରମ୍ପରାକୁ ଜଳାଞ୍ଜଳି ଦେଇ ରାହୁଲ ଗାନ୍ଧିଙ୍କ ସଭ୍ୟପଦ ରଦ୍ଦ କରାଯାଇଛି। ସୁଚିନ୍ତିତ ଭାବେ ଏପରି କରାଯାଇଛି।

ଏହା ପ୍ରତିବାଦରେ କଳା ଡ୍ରେସ୍ ପିନ୍ଧି ପ୍ରତିବାଦ କରିଛି କଂଗ୍ରେସ। ଦେଶରେ ଗଣତନ୍ତ୍ର ନଥିବାରୁ ଗୃହ ଅଚଳ କରାଯାଇଛି। ପ୍ରଥମେ ଗଣତନ୍ତ୍ରକୁ ସୁରକ୍ଷା ଦିଆଯାଉ। ସମ୍ବିଧାନକୁ ବେଖାତିର କରାଗଲେ ବିଧାନସଭା ଓ ସାଂସଦ ଅସ୍ଥିତ୍ଵ ହରାଇବ। ପ୍ରଥମେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା, ସମ୍ବିଧାନକୁ ସମ୍ମାନ ଦେଇ କାମ କରିବାକୁ ଦାବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ