ଦେବଭୂମି ଉତ୍ତାରାଖଣ୍ଡରେ ପ୍ରକୃତିର ତାଣ୍ଡବ ରୂପ

ଉତ୍ତରାଖଣ୍ଡ(ବଡ଼ ଖବର): ମଣିଷମାନେ ସବୁବେଳେ ପ୍ରକୃତି ଉପରେ ଅତ୍ୟାଚାର କରିଥାନ୍ତି , ତାର ପ୍ରତିଉତ୍ତର ସ୍ୱରୂପ ପ୍ରକୃତି ଯେତେବେଳେ ତାଣ୍ଡବ କରେ ତା’ର କରାଳ ରୂପ ଭୟଙ୍କର ପରିସ୍ଥିତି ସୃଷ୍ଟି କରେ । ଏମିତି ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ଦେବଭୂମି ଉତ୍ତରାଖଣ୍ଡରେ, ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁଁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା କଷ୍ଟ ହୋଇଯାଇଛି । ପ୍ରକୃତିର ତାଣ୍ଡବ ଯୋଗୁଁ ୧୨ ଜଣ ପର୍ବତାରୋହିଙ୍କ ସମେତ ୬୭ ଜଣଙ୍କ ଜୀବନ ଗଲାଣି । ଖରାପ ପାଗ ଯୋଗୁଁ ଲୋକମାନଙ୍କୁ ଉଦ୍ଧାର କରିବା ସମ୍ଭପର ହୋଇ ପାରୁନି ।

କାପକୋଟା ସବଡିଭିଜନାଲ ମାଜିଷ୍ଟ୍ରେଟ ପାରିତୋଷ ବର୍ମା କହିଛନ୍ତି,ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କୁ ଉଦ୍ଧାର କରାଯାଇ ପାରୁନି । ଶନିବାର ହୋଇଥିବା ଭୂସ୍ଖଳନରେ ମାଟି ଅତଡ଼ା ଖସି ବହୁତ ଲୋକ ମାଟି ତଳେ ଫସି ରହିଛନ୍ତି, ଯାହାକୁ ବହୁତ ଶୀଘ୍ର ଉଦ୍ଧାର କରାଯିବ ବୋଲି ପ୍ରୟାସ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’