Masthead

ମିିଳିଲା ନାଉରିଆଙ୍କ ମୃତଦେହ, ପୋଲ ନିର୍ମାଣ ପାଇଁ ଦାବି

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ବ୍ରାହ୍ମଣୀ ଡ଼ଙ୍ଗା ବୁଡି ଘଟଣା । ମିଳିଲା ନାଉରିଆଙ୍କ ମୃତଦେହ । ମୃତକ ନାଉରିଆ ହେଲେ ସୁଦର୍ଶନ ସ୍ୱାଇଁ ।  ନାଉରିଆଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା । ବ୍ରାହ୍ମଣୀ ନଦୀ କୂଳରେ ମୃତଦେହ ରଖି ପୋଲ ନିର୍ମାଣ ପାଇଁ ଗାଁଲୋକଙ୍କ ଦାବି । ଘଟଣାସ୍ଥଳରେ ରାଜନଗର ବିଧାୟକ, ତହସିଲଦାର, ଆଳି ବ୍ଲକ ପ୍ରଶାସନ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ମାସେ ଭିତରେ ପୋଲ ନିର୍ମାଣ କାମ ଆରମ୍ଭ ହେବା ପାଇଁ ବିଧାୟକ ଦେଇଛନ୍ତି ଆଶ୍ୱସନା ଆଶ୍ୱସନା ପରେ ବି ବି ଶୁଣିନାହାନ୍ତି ଗାଁ ଲୋକ ।

ଗତକାଲି ରାଜନଗର କେରଡ଼ାଗଡ଼ରୁ ଡ଼ଙ୍ଗା ନେଇ ଆସୁଥିବା ସମୟରେ ଏକମଣିଆ ନିକଟରେ ଭରସାମ୍ୟ ହରାଇ ଡ଼ଙ୍ଗାଟି ଓଲଟି ପଡ଼ିଥିଲା । ଏହି ଘଟଣାରେ ଜଣେ ପନ୍ଦର ବର୍ଷର ବାଳକ ମୃତ୍ୟୁ ବରଣ କରିଥିବା ବେଳେ ନାଉରିଆ ସୁଦର୍ଶନ ଗତ କାଲିଠୁ ନିଖୋଜ ଥିଲେ । ଆଜି ସକାଳେ ତାଙ୍କର ମୃତଦେହ ସେହି ଘାଟ ଅଞ୍ଚଳରେ ଭାସୁଥିବା ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା