Masthead

୨୫ ବର୍ଷରେ ବହୁତ କିଛି ବଦଳି ଯିବ: ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଚାଲିଛି ଅଦଳବଦଳ ପ୍ରସ୍ତୁତି । ଚର୍ଚ୍ଚା ଚାଲିଛି ମୋଦିସରକାରଙ୍କ ମନ୍ତ୍ରିମଣ୍ଡଳ କିଛି ମନ୍ତ୍ରୀଙ୍କ ନାମ ଯୋଡ଼ା ଯାଇପାରେ । କ୍ୟାବିନେଟ ସମ୍ପ୍ରସାରଣ ପ୍ରସ୍ତୁତି ପାଇଁ ମୋଦି ଦିଲ୍ଲୀରେ ତାଙ୍କ ମନ୍ତ୍ରୀମାନଙ୍କ ସହ ଏକ ବୈଠକ କରିଥିଲେ । ଏଥିରେ ବୈଦେଶିକ ମନ୍ତ୍ରୀ, ରକ୍ଷା ମନ୍ତ୍ରୀ, ପରିବହନ ମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ଅନ୍ୟ ମନ୍ତ୍ରୀମାନେ ସାମିଲ ଥିଲେ । ଏଥିପାଇଁ ସେ ଏକ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ବୋଲି କୁହାଯାଉଛି।

ଏହି ପରିବର୍ତ୍ତନରେ, କେତେଜଣ ମନ୍ତ୍ରୀଙ୍କୁ ଛୁଟି କରାଯାଇପାରେ ବୋଲି ଅନୁମାନ କରାଯାଉଛି। ସେହିପରି କ୍ୟାବିନେଟରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିପାରେ। ୨୦୨୪ରେ ଯେଉଁ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି ସେସବୁ ରାଜ୍ୟକୁ ଫୋକସ କରାଯିବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଏହା ହେଉଛି ନିର୍ବାଚନର ସମୟ । ସମସ୍ତଙ୍କୁ ଭଲ କାମ କରିବାକୁ ପଡ଼ିବ । ଖାଲି ଆଗାମୀ ଲୋକସଭା ନିର୍ବାଚନକୁ ଦେଖି କି ନୁହେଁ ୨୦୪୭ କୁ କାମ କରିବାକୁ ପଡ଼ିବ । ଆଗାମୀ ୨୫ ବର୍ଷରେ ମାନେ ୨୦୪୭ରେ ବହୁତ କିଛି ବଦଳି ଯାଇଥିବ । ଭାରତ ବହୁତ ଆଗକୁ ବଢିଯାଇଥିବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା