Masthead

୨୫ ବର୍ଷରେ ବହୁତ କିଛି ବଦଳି ଯିବ: ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଚାଲିଛି ଅଦଳବଦଳ ପ୍ରସ୍ତୁତି । ଚର୍ଚ୍ଚା ଚାଲିଛି ମୋଦିସରକାରଙ୍କ ମନ୍ତ୍ରିମଣ୍ଡଳ କିଛି ମନ୍ତ୍ରୀଙ୍କ ନାମ ଯୋଡ଼ା ଯାଇପାରେ । କ୍ୟାବିନେଟ ସମ୍ପ୍ରସାରଣ ପ୍ରସ୍ତୁତି ପାଇଁ ମୋଦି ଦିଲ୍ଲୀରେ ତାଙ୍କ ମନ୍ତ୍ରୀମାନଙ୍କ ସହ ଏକ ବୈଠକ କରିଥିଲେ । ଏଥିରେ ବୈଦେଶିକ ମନ୍ତ୍ରୀ, ରକ୍ଷା ମନ୍ତ୍ରୀ, ପରିବହନ ମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ଅନ୍ୟ ମନ୍ତ୍ରୀମାନେ ସାମିଲ ଥିଲେ । ଏଥିପାଇଁ ସେ ଏକ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ବୋଲି କୁହାଯାଉଛି।

ଏହି ପରିବର୍ତ୍ତନରେ, କେତେଜଣ ମନ୍ତ୍ରୀଙ୍କୁ ଛୁଟି କରାଯାଇପାରେ ବୋଲି ଅନୁମାନ କରାଯାଉଛି। ସେହିପରି କ୍ୟାବିନେଟରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିପାରେ। ୨୦୨୪ରେ ଯେଉଁ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି ସେସବୁ ରାଜ୍ୟକୁ ଫୋକସ କରାଯିବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଏହା ହେଉଛି ନିର୍ବାଚନର ସମୟ । ସମସ୍ତଙ୍କୁ ଭଲ କାମ କରିବାକୁ ପଡ଼ିବ । ଖାଲି ଆଗାମୀ ଲୋକସଭା ନିର୍ବାଚନକୁ ଦେଖି କି ନୁହେଁ ୨୦୪୭ କୁ କାମ କରିବାକୁ ପଡ଼ିବ । ଆଗାମୀ ୨୫ ବର୍ଷରେ ମାନେ ୨୦୪୭ରେ ବହୁତ କିଛି ବଦଳି ଯାଇଥିବ । ଭାରତ ବହୁତ ଆଗକୁ ବଢିଯାଇଥିବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ