Before Header

ବିଜେଡିର ନୂଆ ପ୍ରାର୍ଥୀ ତାଲିକା ଘୋଷଣାକଲେ ନବୀନ, ବାଲେଶ୍ବରରୁ ଲେଖାଶ୍ରୀ

0 1,004

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ୨୦୨୪ ନିର୍ବାଚନ ପାଇଁ ଆଜି ବିଜେଡି ତାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ଛାଡି ବିଜେପିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଦଳ ପ୍ରାର୍ଥୀ କରିଛି ।

ସେହିପରି ଆଉ ୯ ବିଧାନସଭା ପ୍ରାର୍ଥୀ ମଧ୍ୟ ଘୋଷଣା କଲା ବିଜେଡି । ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ପାରାଦୀପ- ଗୀତାଞ୍ଜଳି ରାଉତରାୟ, ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ, ରେଢ଼ାଖୋଲ- ରୋହିତ ପୂଜାରୀ, ତେଲକୋଇ- ମାଧବ ସର୍ଦ୍ଦାର, ତାଳଚେର- ବ୍ରଜ ପ୍ରଧାନ, ନର୍ଲା- ମନୋରମା ମହାନ୍ତି, ବାଲିଗୁଡ଼ା- ଚକ୍ରମଣି କହଁର, ଭୁବନେଶ୍ବର ମଧ୍ୟ- ଅନନ୍ତ ନାରାୟଣ ଜେନାଙ୍କୁ ପ୍ରାର୍ଥୀ କରିଛି ଦଳ ।

Leave A Reply

Your email address will not be published.