Masthead

ଲାଗୁହେଲା ନାଇଟ୍ କର୍ଫ୍ୟୁ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ବଢିଲା ନୂଆ କରୋନା ସଂକ୍ରମଣର ଭୟ ।  ପୁଣି ଥରେ ମହାରାଷ୍ଟ୍ରରେ ଲାଗୁହେଲା ନାଇଟ୍ କର୍ଫ୍ୟୁ । ରାଜଧାନୀ ମୁମ୍ବାଇ ସମେତ ରାଜ୍ୟର ସମସ୍ତ ପୌରପାଳିକା ନିଗମ କ୍ଷେତ୍ରରେ ଏହି ରାତ୍ରୀକାଳିନ କର୍ଫ୍ୟୁ ଲାଗୁ ହୋଇଛି । ରାତି ୧୧ଟା ପାଖରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ବଳବତର ରହିବ ।

ଆଜି ଠାରୁ ଆସନ୍ତା ୫ ତାରିଖ ଯାଏଁ ୧୪ ଦିନ ଧରି ଏହି କର୍ଫ୍ୟୁ ଲଗାଇଛନ୍ତି ମହାରାଷ୍ଟ୍ର ସରକାର । ବ୍ରିଟେନରେ ଦେଖାଦେଇଥିବା ନୂଆ ଧରଣର ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏପରି ନିଷ୍ପତି ନେଇଛନ୍ତି । ଏହା ସହିତ ବ୍ରିଟେନ କିମ୍ବା ଅନ୍ୟ ସ୍ଥାନରୁ କୌଣସି ୟୁରୋପ ରାଷ୍ଟ୍ରରୁ ଆସିଥିବା ବ୍ୟକ୍ତିମାନେ ୧୪ ଦିନିଆ ସଙ୍ଗାରୋଧରେ ରହିବାକୁ ପଡ଼ିବ । ଏହାସହିତ ଯେଉଁମାନେ ହୋମ କ୍ୱାରେଣ୍ଟାଇନରେ ରହିବେ ସେମାନଙ୍କ ହାତରେ ପୂର୍ବପରି ଷ୍ଟାମ୍ପ ଲଗାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ