Masthead

ଅଯୋଧ୍ୟାରେ ଲାଗିବ ସାଢେ ନଅ ଲକ୍ଷ ଦୀପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ଏହି ପର୍ବ ପାଇଁ ଅଯୋଧ୍ୟାରେ ଲଗାଯିବ ସାଢେ ନଅ ଲକ୍ଷ ଦୀପ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଅଯୋଧ୍ୟାର ରାମ ପେଡରେ ନଅ ଲକ୍ଷ ୫୧ ହଜାର ଦୀପ ଜଲାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟକୁ ସଫଳ କରିବା ପାଇଁ ପେଡୋଘାଟରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏଥି ପାଇଁ ଅଯୋଧ୍ୟାର ସସସ୍ତ କଲେଜ ଛାତ୍ରଛାତ୍ରୀମାନଙ୍କୁ ସହଯୋଗ କରିବା ପାଇଁ କୁହାଯାଇଛି ।

ଏହା ବ୍ୟତୀତ ମଧ୍ୟ ୪୯ଟି ସଂସ୍ଥାର ୧୪୦୦୦ ଲୋକ ଦୀପ ସଜାଇବା ପାଇଁ କାମ କରୁଛନ୍ତି । ଲୋକଙ୍କୁ ଆକର୍ଷିତ କରିବା ପାଇଁ ହେଉଛି ଏହି କାର୍ଯ୍ୟକ୍ରମ । ବୁଧବାର ଦିନ ସମସ୍ତ ଦୀପକୁ ପ୍ରଜ୍ୱଳିତ କରାଯିବ । ଏହି ଦୀପ ପ୍ରଜ୍ୱଳନ ବିଶ୍ୱରେ ରେକର୍ଡ଼ ସୃଷ୍ଟି କରିବ ବୋଲି ସଂସ୍ଥାର ଆୟୋଯକ କହିଛନ୍ତି । ଏଥିପାଇଁ ମଧ୍ୟ ଗିନିସ ବୁକର ଅଧିକାରୀମାନଙ୍କ ସହ ସମ୍ପର୍କ କରାଯାଇଛି । ମଙ୍ଗଳବାର ଦିନ ଅଧିକାରୀମାନେ ପେଡୋଘାଟରେ ଉପସ୍ଥିତ ରହି ଏହାର ଗଣନା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ