Masthead

ଟ୍ରିବୁନାଲଠୁ ନ୍ୟାୟ ପାଇବା ଲାଗି ଆଶା ନାହିଁ : ବିଜୟ ମହାପାତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟ୍ରିବୁନାଲର କ୍ଷେତ୍ର ପରିଦର୍ଶନକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।  କହିଛନ୍ତି ଟ୍ରିବୁନାଲଠୁ ନ୍ୟାୟ ପାଇବା ଲାଗି ଆଶା ନାହିଁ । ଏ ପରିସ୍ଥିତିରେ ଆଉ କଣ କରିପାରିବ, ଆଶା ଆସ୍ତେ ଆସ୍ତେ ମରିଯାଉଛି । ରାଜ୍ୟ ସରକାର ଡ୍ୟାମ ବ୍ୟାରେଜ କରିବାରେ ବିଫଳ ହୋଇଛନ୍ତି । ଗୋଟେ ପଟେ ବେଆଇନ କାମ, ଅନ୍ୟପଟେ ନୀରବତା ଫଳ ଭୋଗିଲେ ଓଡ଼ିଶାବାସୀ ।

ମନ୍ଦିର ନିର୍ମାଣ କରିବା ପାଇଁ ସରକାର ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି କିନ୍ତୁ ବ୍ୟାରେଜ କି ଡ୍ୟାମ କଲେ ନାହିଁ । ରାଜ୍ୟ ସରକାର ଅବହେଳା କଲେ । ଓଡିଶାବାସୀ ଷଡଯନ୍ତ୍ର ଏବଂ ଅବହେଳାର ଶିକାର ହେଲେ ।  ବାରବାର କହୁଛି ଓଡ଼ିଶାବାସୀ ନ୍ୟାୟ ପାଇନାହାନ୍ତି ।  ଓଡ଼ିଶାବାସୀ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି । ନଈନାଳରେ ପାଣି ନାହିଁ ।  ସବୁଆଡେ ହାହାକାର ପରିସ୍ଥିତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ