Masthead

ଖାଲି ମଣିଷ ନୁହେଁ ବଣ୍ୟଜନ୍ତୁକୁ ବି ମାରିଛି କରମଣ୍ଡଳ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ୨୦୧୨ ଜାନୁୟାରୀ ୧୪ ଓ ୨୦୧୫ ଏପ୍ରିଲ ୧୮ରେ କରମଣ୍ଡଳରେ ଘଟିଥିଲା ଦୁର୍ଘଟଣା । ବଗିରେ ଲାଗିଥିଲା ରିପୋର୍ଟ । କ୍ଷୟକ୍ଷତି ତ ହୋଇଥିବ! ଉାତ୍ର ରେଳବାଇ ବିଭାଗ ସଫେଇ ଦେଇଥିଲା କିଛି ହୋଇନାହିଁ । କ୍ଷତିଗ୍ରସ୍ତ ଯାତ୍ରୀ, ବିପନ୍ନ ଯାତ୍ରୀ ନିରବ ରହିବାକୁ ବାଧ୍ୟ ହୋଇଥିଲେ । ୨୦୧୨ ଡିସେମ୍ବର ୩୦ ।

ବ୍ରହ୍ମପୁର ଷ୍ଟେସନ ଛାଡିଥିଲା କରମଣ୍ଡଳ । ୧୩୦ କିଲୋମିଟର ବେଗରେ ଉଡିଆସୁଥିଲା କରମଣ୍ଡଳ । ପାର ହେଲା ଛତ୍ରପୁର । ହୁମ୍ମା । ରମ୍ଭା ଷ୍ଟେସନ୍ ଆସିବା ପୂର୍ବରୁ ରେଳଧାରଣା ପାର ହେଉଥିବା ୬ହାତୀଙ୍କୁ ଦେଇଥିଲା ଧକ୍କା । କରମଣ୍ଡଳ ଧକ୍କାରେ ଗୋଟି ଗୋଟି ହୋଇ ୬ହାତୀଙ୍କ ଜୀବନ ଯାଇଥିଲା ।

ରେଳଧାରଣା ଓ ରେଳଧାରଣା ବାହାରେ ପଡିଥିଲା ହାତୀଙ୍କ ମୃତଦେହ । ଏହି ଘଟଣା ବିଜୁଳିବେଗରେ ବ୍ୟାପୀଗଲା । ଆଗକୁ ଆସିଲା ବନ ବିଭାଗ । ରେଳବାଇ ଓ ବନ ବିଭାଗ ହେଲେ ମୁହାଁମୁହିଁ । ହାତୀ କରିଡରରେ କରମଣ୍ଡଳ ମନ୍ଥରଗତିରେ ଚାଲିବ ବୋଲି ସ୍ଥିର ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା