Masthead

କରମଣ୍ଡଳ ନା କାଳମଣ୍ଡଳ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): କରମଣ୍ଡଳ ନୁହେଁ କାଳ ମଣ୍ଡଳ । ୧୯୯୬ ଅଗଷ୍ଟ ୧୫ । ଲୋକେ ସ୍ୱାଧୀନତା ଉତ୍ସବ ଧୁମ୍ଧାମରେ ପାଳନ କରୁଥିବା ବେଳେ ଆସିଲା ଦୁଖଦ ଖବର । ଅପ୍ ଓ ଡାଉନ୍ କରମଣ୍ଡଳ ମଧ୍ୟରେ ହୋଇଥିଲା ଧକ୍କା । ବିଶାଖପାଟଣା ଓ ବ୍ରହ୍ମପୁର ମଝିରେ ହୋଇଥିଲା ଏହି ଦୁର୍ଘଟଣଶ । ୭୫ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଯାତ୍ରୀ ଆହତ ହୋଇଥିଲେ । ଠିକ୍ ୩ବର୍ଷ ପରେ ପୁଣି କରମଣ୍ଡଳ ହୋଇଥିଲା ଦୁର୍ଘଣାଗ୍ରସ୍ତ । ୧୯୯୯ ଅଗଷ୍ଟ ୧୫ ।

ଆନ୍ଧ୍ରପ୍ରଦେଶର ହୁସିରେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ନାଗାବଳୀ ବ୍ରିଜ୍ ପାର ହେଉଥିବା ବେଳେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ୫୦ ଯାତ୍ରୀଙ୍କ ଜୀବନ ଯାଇଥିଲା । ଶତାଧିକ ଯାତ୍ରୀ ଆହତ ହୋଇଥିଲେ । ଠିକ୍ ୩ବର୍ଷ ପରେ ପୁଣି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ । ୨୦୦୨ ମାର୍ଚ୍ଚ ୧୫ । ନେରୋଲ ଜିଲ୍ଲାର ପାଡୁଗୁପାଡୁରେ ଲାଇନଚ୍ୟୁତ ହେଲା କରମଣ୍ଡଳ । ୭ବଗି ହେଲା ଲାଇନଚୁ୍ୟତ । ତେତେ ଯାତ୍ରୀଙ୍କର ମୃତ୍ୟୁ ହେଲା ରେଳବାଇ ବିଭାଗ କହିଲା ନାହିଁ । ମାତ୍ର ୧୦୦ ଆହତ ହୋଇଥିବା ଦର୍ଶାଇଲା ବିଭାଗ ।

ଏହାରି ଭିତରେ ୭ବର୍ଷ ବିତିଗଲା । ୨୦୦୯ ପେବୃୟାରୀ ୧୩ । କେନ୍ଦୁଝରରୋଡ ଷ୍ଟେସନ ନିକଟରେ କରମଣ୍ଡଳରେ ଲାଗତଲା ନିଆଁ । ୧୫ଯାତ୍ରୀଙ୍କର ମୃତ୍ୟୁ ହେଲା । ଶତାଧିକ ଆହତ ହେଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା