Masthead

‘ଅବ୍ ଏସା ଦିଖତା ହୁଁ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆକ୍ରମଣ ପରେ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି ସଲମାନ ରୁଷଦି । ଫଟୋ ସେୟାର କରି ଲେଖିଛନ୍ତି ‘ଅବ୍ ଏସା ଦିଖତା ହୁଁ’ । ‘ମେ ଲିଖନେ ବେଠ୍ତା ହୁଁ ଲିକିନ୍ କୁଛ ନେହିଁ ହୋତା । ଉଙ୍ଗଲିୟୋଂ କେ ସିରେ ମେହସୁସ୍ ନେହିଁ ହୋତେ, ଟାଇପ ନେହିଁ କର୍ ପାତା’ । ଜଣାଶୁଣା ଲେଖକ ସଲମାନ୍ ଋଶଦିଙ୍କ ଉପରେ ଗତ ବର୍ଷ ଅଗଷ୍ଟରେ ନୁ୍ୟୟର୍କରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ସେ ଗୁରୁତର ଆହାତ ହୋଇଥିଲେ । ତାଙ୍କର ଗୋଟେ ଆଖି ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଯାଇଛି । ସାକ୍ଷାତକାର ଦେଇ କହିଛନ୍ତି, ଗୋଟିଏ ଆକ୍ରମଣ ତାଙ୍କ ମାନସିକ ସ୍ୱାସ୍ଥ୍ୟ, ଶାରୀରିକ ସ୍ୱାସ୍ଥ୍ୟ ଏବଂ ଲେଖା ଉପରେ ବେଶି ପ୍ରଭାବ ପକାଇଛି । ସେ କହିଛନ୍ତି, ‘ମୁ ଲେଖିବାକୁ ବସେ କିନ୍ତି କିଛି ହୁଏ ନାହିଁ’ । ମୁଁ ମୋ ଆଙ୍ଗୁଠିରେ କିଛି ଅନୁଭବ କରିପାରୁନାହିଁ । ଏହି କାରଣରୁ ମୁଁ ବହୁତ ଭଲ ଟାଇପ୍ କରିପାରିବି ନାହିଁ । ବର୍ତ୍ତମାନ ମୁଁ ଧୀରେ ଧୀରେ ଲେଖୁଛି । ଆକ୍ରମଣ ପରଠାରୁ ଶୋଇବା ସହଜ ହୋଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ