Masthead

ଓଡ଼ିଆ ବିଶ୍ୱ ବିଦ୍ୟାଳୟ କାମ ଆଗେଇ ପାରୁନାହିଁ: ରମାରଞ୍ଜନ ବଳିୟାରସିଂହ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେବଳ ଘୋଷଣାରେ ସୀମିତ ଓଡିଆ ବିଶ୍ୱବିଦ୍ୟାଳୟ । ସରକାରଙ୍କ ଅଦୂରଦର୍ଶିତାରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ବାସ୍ତବତାଠାରୁ ବହୁ ଦୂରରେ । ବିଶ୍ୱ ବିଦ୍ୟାଳୟର ପରିକଳ୍ପନା କେବଳ ପରିକଳ୍ପନାରେ ରହିଗଲା । ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଘୋଷଣା ଏକ ଲଲିପପ । ରାଜ୍ୟକୁ ଅଣଓଡ଼ିଆ ଅଫିସରମାନେ ଶାସନ କରୁଥିବାରୁ ଓଡ଼ିଆ ବିଶ୍ୱ ବିଦ୍ୟାଳୟ କାମ ଆଗେଇ ପାରୁନାହିଁ । ରାଜ୍ୟ ସରକାରଙ୍କ ପ୍ରଚାର ସର୍ବସ୍ୱ ଓଡ଼ିଆ ବିଶ୍ୱବିଦ୍ୟାଳୟରେ କୁଳପତି, ରେଜିଷ୍ଟ୍ରାର ନାହାନ୍ତି । ବିଶ୍ୱ ବିଦ୍ୟାଳୟର ହେଡକ୍ୱାଟର ଭୁବନେଶ୍ୱର ରଖିବା ପାଇଁ ରାଜ୍ୟ ସରକାର ନେଇଥିବ୧ା ନିଷ୍ପତି ଦୁର୍ଭାଗ୍ୟଜନକ ବୋଲି ବିଜେପି ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ